Advertisements
Thursday, July 9, 2020
Home District News ଜଳସମ୍ପଦ ମନ୍ତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେଡି ନେତାଙ୍କ ଆଲୋଚନା

ଜଳସମ୍ପଦ ମନ୍ତ୍ରୀଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଜେଡି ନେତାଙ୍କ ଆଲୋଚନା

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୫/୧୦): ଜଳସମ୍ପଦ ତଥା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କ ରାୟଗଡା ଗସ୍ତ ସମୟରେ ରାୟଗଡା ଜ଼ିଲ୍ଲାରେ ଚାଷୀଙ୍କୁ କିପରି ଭାବେ ଚାଷ ଜମିକୁ ପାଣି ଯୋଗାଇବା ନିମନ୍ତେ ବିଭିନ୍ନ ପ୍ରକଳ୍ପ ମାନ ନିର୍ମାଣ କରିବା ସହିତ କିପରି ଭାବେ ଚାଷୀ ଠିକ ରୂପେ ପାଣି ପାଇବେ ସେଥିପାଇଁ ଆଲୋଚନା କରିଥିଲେ |

ଅମ୍ବାଦଲାର ଚାଷୀଙ୍କ ନିମନ୍ତେ ଏକ ନୂତନ ଜଳ ସେଚନ ପ୍ରକଳ୍ପର ମଞ୍ଜୁରୀପାଇଁ ଆଲୋଚନା ସାଙ୍ଗକୁ ବଂଶଧାରା ନଦୀ କୁଳରେ ଅବସ୍ଥିତ ଗୁଡାରି ନାଇରା ଲିମାପଦର ପ୍ରଭୁତି ଗ୍ରାମ ଠାରେ ବନ୍ୟା ଦାଉରୁ ରକ୍ଷା ପାଇଁ ପଥର ସ୍ପର ମାନ ନିର୍ମାଣ ପାଇଁ ଆଲୋଚନା ହୋଇଥିଲା ପଦ୍ମପୁର ଠାରେ ଅବସ୍ଥିତ ବଡନାଳ ଜଳସେଚନ ଯୋଜନାର କେନାଲ ମରାମତି ପାଇଁ ଅଧିକ ଅର୍ଥ ଯୋଗାଇବା ପାଇଁ ମଧ୍ୟ୍ୟ ଆଲୋଚନା ହୋଇଥିଲା | ଏହି ଆଲୋଚନା ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରାମର୍ଶଦାତା ଶ୍ରୀ ସୁଧୀର ଦାସ, ଅନୁସୁଚୀତଜାତି ତଥା ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, ବିଜେଡିର ବରିଷ୍ଠ ନେତା ଗଗନ ଆଚାର୍ଯ୍ୟ, ରଂଜିତ ପାଣିଗ୍ରହୀ, କୁନା ଧୀରେନ୍ଦ୍ର ପାଣିଗ୍ରାହୀ ଧିରୁ ଆଲୋଚନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: