Advertisements
Monday, July 6, 2020
Home 5 T programme କେନ୍ଦ୍ର ସରକାରଙ୍କ ଜ଼ିଲ୍ଲା ପ୍ରଭାରୀ ଓ ଜ଼ିଲ୍ଲାପାଳଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ

କେନ୍ଦ୍ର ସରକାରଙ୍କ ଜ଼ିଲ୍ଲା ପ୍ରଭାରୀ ଓ ଜ଼ିଲ୍ଲାପାଳଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୨୪/୧୦): କେନ୍ଦ୍ର ସରକାରଙ୍କ ରାୟଗଡା ଜ଼ିଲ୍ଲା ପ୍ରଭାରୀ ଶ୍ରୀ ସତ୍ୟବ୍ରତ ସାହୁ ଆଇ ଏ ଏସ ରାୟଗଡା ଜ଼ିଲ୍ଲା ଗସ୍ତରେ ଆସି ସରକାରଙ୍କ ବିଭିନ୍ନ ଯୋଜନା ମାନ କିପରି ଚାଲଛି ତାହାର ସମୀକ୍ଷା କରିଥିଲେ ଓ ପରେ ପରେ ରାୟଗଡା ସହରରେ ଅବସ୍ଥିତ ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ଆହାର କେନ୍ଦ୍ରର ଖାଦ୍ୟର ମାନ ଦେଖିଥିଲେ |

ଜନସାଧାରଣଙ୍କୁ ଏହି ଆହାର ଖାଦ୍ୟ କିପରି ଲାଗୁଛି ପଚାରି ବୁଝିଥିଲେ ତାହା ସହିତ ୫ଟଙ୍କା ଦେଇ ଜନସାଧାରଣଙ୍କ ସହିତ ଛିଡା ହୋଇ ଆହାର କେନ୍ଦ୍ରରେ ଭୋଜନ କରିଥିଲେ | ତାଙ୍କରି ସହିତ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ଜ଼ିଲ୍ଲା ଗ୍ରାମ୍ୟ ଉନୟନ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅମ୍ରିତ ଋତୁରାଜ, ଗୁଣୁପୁର ଉପଜ଼ିଲ୍ଲାପାଳ ଡାକ୍ତର ବି ସିଦ୍ଧେଶ୍ୱର ବଳିରାମ, ରାୟଗଡା ଉପଜ଼ିଲ୍ଲାପାଳ ଶ୍ରୀ ପ୍ରଧାନ ମଧ୍ୟ୍ୟ ଆହାର କେନ୍ଦ୍ରକୁ ଯାଇଥିଲେ ଓ ସେହି ଠାରେ ଆହାର କେନ୍ଦ୍ରରେ ଭୋଜନ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: