Thursday, March 28, 2024

Top 5 This Week

Related Posts

୯୭ ତମ ସତ୍ୟ ସାଇବାବା ଙ୍କ ଜୟନ୍ତି ପାଳିତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୩/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ସତ୍ୟସାଇବାବା ମନ୍ଦିରରେ ବାବାଙ୍କ ୯୭ ତମ ଜୟନ୍ତି ପାଳନ କରାଯାଇଛି ।WhatsApp Image 2022 11 23 at 20.17.17 1 ୯୭ ତମ ସତ୍ୟ ସାଇବାବା ଙ୍କ ଜୟନ୍ତି ପାଳିତ

ସତ୍ୟ ସାଇବାବାଙ୍କ ଜୟନ୍ତୀ ଉପଲକ୍ଷେ କନମିନାର ସାଙ୍ଗମ ନୀଳକଣ୍ଠ ଙ୍କ ନେତୃତ୍ୱରେ ସକାଳୁ ସାଇଭକ୍ତଙ୍କ ଦ୍ୱାରା ପ୍ରଭାତ ଫେରି କରିବା ପରେ ସକାଳ ୭.୩୦ ସମୟରେ ପତାକା ଉତ୍ତୋଳନ କରିଥିଲେ । ୧୦.୩୦ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଫଳ ଓ କ୍ଷୀର ବଣ୍ଟନ କରିଥିଲେ । ୯୭ ଜଣ ଗରୀବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ । ସନ୍ଧ୍ୟାରେ ସାଇ ଭଜନ ଓ ଦୋଳ ଉତ୍ସବ ପାଳନ କରିଛନ୍ତି । ଏଅବସରରେ ପ୍ରାୟ ୨ ହଜାର ଲୋକଙ୍କୁ ଅର୍ଣ୍ଣପ୍ରସାଦ ବଣ୍ଟନ କରିଥିଲେ । ଏଥିରେ ସତ୍ୟ ସାଇ ବାବାଙ୍କ ଭକ୍ତ ମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Popular Articles