Advertisements
Monday, July 6, 2020
Home Government News କୋଦଳା ମେଡିକାଲରେ ନୂତନ ଡାକ୍ତରଙ୍କ ଯୋଗଦାନ

କୋଦଳା ମେଡିକାଲରେ ନୂତନ ଡାକ୍ତରଙ୍କ ଯୋଗଦାନ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୨୩/୧୦): ରାଜ୍ୟସରକାରଙ୍କ ଘୋଷଣା କ୍ରମେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ବିଭିନ୍ନ ବିଭାଗର ଜଣେ ବା ଦୁଇ ଜଣ ଡାକ୍ତର ନିଯୁକ୍ତି ହୋଇଛନ୍ତି | ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି ଜଣେ ଶିଶୁରୋଗ ବିଶେଷଜ୍ଞ ଡ଼ା. ସୁଜିତ୍ କୁମାର ବେହେରା ନୂତନ ଭାବେ ଯୋଗଦାନ କରିଛନ୍ତି |

ଚନ୍ଦ୍ରଗିରି ଅଞ୍ଚଳରେ ଡ଼ା. ବେହେରା ତିନି ବର୍ଷ କାର୍ଯ୍ୟ କରିଛନ୍ତି | ଏବଂ ଶିଶୁରୋଗ ବିଶେଷଜ୍ଞ ଭାବେ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ କାର୍ଯ୍ୟ କରିଥିବା ବେଳେ ଗତକାଲି କୋଦଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜୟନ୍ କରିଛନ୍ତି | ଦୁଇ ଜଣ ଡାକ୍ତର କୋଦଳା ମେଡିକାଲରେ ଥିବା ବେଳେ ବର୍ତ୍ତମାନ ଡ଼ା. ବେହେରାଙ୍କୁ ମିଶିକରି ୩ ଜଣ ଡାକ୍ତର ହୋଇଛନ୍ତି | ଅଞ୍ଚଳରେ ଉତ୍ତମ ସେବା ଯୋଗାଇ ଦେବାକୁ ତିନି ଜଣ ଡାକ୍ତର ଦୃଢୋକ୍ତି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: