Advertisements
Monday, July 6, 2020
Home Cultural & Festival ଡାଲଖାଇ ଲୋକମହୋତ୍ସବ-୨୦୧୯ ସପ୍ତମ ବର୍ଷ ଉଦଯାପିତ

ଡାଲଖାଇ ଲୋକମହୋତ୍ସବ-୨୦୧୯ ସପ୍ତମ ବର୍ଷ ଉଦଯାପିତ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୨୩/୧୦): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଳ ବ୍ଳକ ବେନକେରା ଗାଁରେ ପାଞ୍ଚ ଦିନ ଧରି ହେଉଥିବା ଡାଲଖାଇ ମହୋତ୍ସବ-୨୦୧୯ ଉଦଯାପିତ ହୋଇଯାଇଛି ।

ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ନାଁନ୍ଦୁପଳା ସରପଞ୍ଚ ସୁରେଶ ପୁଝାରି ଥିବାବେଳେ ସମ୍ମାନିତ ଅତିଥି କର୍ଣ ସିଂ ଠାକୁର, ଅଭୟ ତ୍ରିପାଠୀ, ଭରତ ସାହୁ, ଗୋକୁଳାନନ୍ଦ ପଟେଲ, ନଳିନୀ ମେହେର, ଅଷ୍ଟମୀ ଭୁଏ, ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଅଂଚଳର ୮୫ଜଣ କଳାକାରଙ୍କୁ କଳାପ୍ରଦର୍ଶନ କରିବା ପାଇଁ ସୁଯୋଗ ଦିଆଯାଇଥିଲା ଏବଂ ମାନପତ୍ର ସହିତ ସମ୍ମାନିତ କରାଗଲା | ମହୋତ୍ସବରେ ଦୁଲଦୁଲି ବଜା ସହ ମିନାବଜାର ଯାତ୍ରା ପଡ଼ିଆରେ ଶ୍ରୀ ଗଣେଶ ଅପେରା ବେସ ଭିଡ଼ ଦେଖିବାକୁ ମିଳିଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: