Advertisements
Monday, July 6, 2020
Home District News ପଦ୍ମପୁର ଏନଏସିର ୱାର୍ଡ ବୁଲିଲେ ପୂର୍ବତନ ବିଧାୟକ, ପରିମଳ ବ୍ୟବସ୍ଥା ଉପରେ ଖପ୍ପା

ପଦ୍ମପୁର ଏନଏସିର ୱାର୍ଡ ବୁଲିଲେ ପୂର୍ବତନ ବିଧାୟକ, ପରିମଳ ବ୍ୟବସ୍ଥା ଉପରେ ଖପ୍ପା

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ପଦ୍ମପୁର(୨୩/୧୦): ପଦ୍ମପୁର ଏନଏସି ର ୱାର୍ଡ ନ ୬କୁ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯାଇଥିବା ସମୟରେ ସେହି ୱାର୍ଡର ସ୍ଥାନିୟ ବାସିନ୍ଦାମାନେ ତାଙ୍କ ସହ ୱାର୍ଡର ସମସ୍ତ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ସବୁଠାରୁ ବଡ଼ ସମସ୍ୟା ହେଲା ପରିମଳ ବ୍ୟବସ୍ଥା ।

ଦୀର୍ଘଦିନ ହେଲା ସେହି ୱାର୍ଡର ଡ୍ରେନ ସଫା ହୋଇ ନାହିଁ । ଡ୍ରେନର ସଵୁ ମଇଳା ରାସ୍ତା ଉପରକୁ ଓ ଘର ଭିତରକୁ ଯାଉଥିବାର ଦେଖାଯାଇଥିଲା | ଡ୍ରେନ ସମ୍ପୁର୍ଣ୍ଣ ଭାବରେ ମଇଲାରେ ଭର୍ତ୍ତି ହୋଇଛି ଓ ତା ଉପରେ ପିଇବା ପାଣିର ପାଇପ ଯାଇଛି । ପଦ୍ମପୁର ଏନଏସି କଣ ପାଇଁ ଏହି ଡ୍ରେନକୁ ସଫା କରୁନାହିଁ । କଣ ପାଇଁ ପଦ୍ମପୁର ଏନଏସି ପ୍ରଶାସନ ଚେଇଁ କି ବି ଶୋଇ ରହିଛନ୍ତି । ଏହି ୱାର୍ଡର ଲୋକମାନଙ୍କୁ କୋୖଣସି ରୋଗ ହେଲେ ଦାୟୀ କିଏ ହେବ । ପଦ୍ମପୁର ପ୍ରଶାସନ ପଦ୍ମପୁରର ପରିମଳ ବ୍ୟବସ୍ଥା ଉପରେ କେବେ ଧ୍ୟାନ ଦେବେ ବୋଲି ଶ୍ରୀ ପୁରୋହିତ ପ୍ରଶ୍ନ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: