Advertisements
Monday, July 6, 2020
Home District News ଲଉଡିଦର୍ହା ଗ୍ରୀଡ ନିର୍ମାଣରେ କଛ୍ଛପ ଗତି

ଲଉଡିଦର୍ହା ଗ୍ରୀଡ ନିର୍ମାଣରେ କଛ୍ଛପ ଗତି

ରିପୋର୍ଟ : ନିରୋଜ ପାଣି,ଡିଳେଶ୍ୱର ବାଗ
ପଦ୍ମପୁର(୨୩/୧୦): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅଧିନସ୍ଥ ଲଉଡିଦର୍ହା ଠାରେ ଅଂଚଳରେ ବିଜୁଲି ଯୋଗାଣ ପାଇଁ ଏକ ୩୩/୧୧ କେଭି ଗ୍ରୀଡ ନିର୍ମାଣ ହେଉଛି । ଗ୍ରୀଡ ନିର୍ମାଣ ମନ୍ଥର ଗତିରେ ଚାଲୁଛି ।

ଗ୍ରୀଡ ନିର୍ମାଣରେ ବିଳମ୍ବ ହେଉଥିବା ଯୋଗୁଁ ଅଂଚଳବାସୀ ବିଜୁଳୀ ପାଇବାରୁ ବଂଚିତ ହେଉଛନ୍ତି । ଅନ୍ୟାନ୍ୟ ଗ୍ରୀଡସବୁ କାର୍ଯ୍ୟକ୍ଷମ ହେଲାଣି କିନ୍ତୁ ଏହି ଗ୍ରୀଡର ନିର୍ମାଣରେ ମନ୍ଥର ଗତି ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଇଁବାରେ ଲାଗିଛି । ଏହି ଗ୍ରୀଡରୁ ଛତିଶଗଡ ସୀମାନ୍ତ ଜଗଦଳପୁର ଗ୍ରା.ପ ପର୍ଯ୍ୟନ୍ତ ବିଜୁଳିଶକ୍ତି ଯାଇପାରିବ।ବର୍ତ୍ତମାନ ଉକ୍ତ ଗ୍ରା.ପ ର ଗ୍ରାମ ଗୁଡିକରେ ନାମକୁ ମାତ୍ର ବିଜୁଳି ଖୁଣ୍ଟ ରହିଛି।କରେଣ୍ଟ ଦିନକୁ ନିୟମିତ ଭାବରେ ମାତ୍ର ୩/୪ ଘଣ୍ଟା ରହୁଛି । ତେଣୁ ବିଭାଗୀୟ ଅଧିକାରୀ ଗ୍ରୀଡ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଦୃଷ୍ଟି ଦେବା ଆବଶ୍ୟକ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: