Advertisements
Monday, July 6, 2020
Home District News ଆଶାକିରନ ହସ୍ପିଟାଲ ପକ୍ଷରୁ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ

ଆଶାକିରନ ହସ୍ପିଟାଲ ପକ୍ଷରୁ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ
ଲମତାପୁଟ (୨୩/୧୦): ଲମତାପୁଟ ସଦର ମହକୁମାରେ ସ୍ଥାନୀୟ ଆଶାକିରନ ହସ୍ପିଟାଲ ପକ୍ଷରୁ ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ କରାଯାଇଛି | ଲମତାପୁଟ ମୁଖ୍ୟ ବଜାରର ଦୁଈ ପାର୍ଶ୍ଵରେ ପଡିରହିଥିବା ଅଳିଆ ଆବର୍ଜନାକୁ ସଫେଇ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ ଆଶାକିରଣ ଡ଼ାକ୍ତରଖାନାର ଡ଼ାକ୍ତର ଓ ସମସ୍ତ କର୍ମଚାରୀ ସାମିଲ ହୋଇଥିଲେ | ଏଥିରେ ସହଯୋଗ ପାଇଁ ସ୍ଥାନୀୟ ମାଳିସାହି ବିଦ୍ୟାଳୟ ଡିଗ୍ରୀ କଲେଜର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ଓ ୧୫ ବାଟାଲିଅନ ବିଏସଫର ଯବାନ ମାନେ ସହଯୋଗର ହାତ ବଢ଼ାଇ ସମସ୍ତେ ମିଳିମିଶି ଏହି ସଫେଇ ଅଭିଯାନ କରିଥିଲେ | ଡିଗ୍ରୀ କଲେଜ ଅଧକ୍ଷ ପ୍ରବୀଣ ବିଶୋଇ, ପ୍ରକଳ୍ପ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ପି. ଜାନକୀ, ଆଶାକିରଣ ଡକ୍ଟର ଡୋମେଁଥୁ ଚୋକ, ଡା. ରବିଙ୍କ ସହ ଅନ୍ୟାନ ଡ଼ାକ୍ତରମାନେ ଯୋଗ ଦେଇଥିଲେ |ନିଜ ଅଂଚଳକୁ ସଫା ରଖିବା ଓ ନିଜ ଦୋକାନ ସାମ୍ନାରେ ଡଷ୍ଟ ବିନ ରଖି ଅଳିଆ ଆବର୍ଜନା ପକାଇବା ପାଇଁ ସଚେତନ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: