Advertisements
Monday, July 6, 2020
Home Business & Private ରାଜ ବୋଡାସମ୍ବର ଫଟୋଗ୍ରାଫିକ୍ସ ସଂଘର ପ୍ରଶିକ୍ଷଣ ଶିବିର

ରାଜ ବୋଡାସମ୍ବର ଫଟୋଗ୍ରାଫିକ୍ସ ସଂଘର ପ୍ରଶିକ୍ଷଣ ଶିବିର

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ପଦ୍ମପୁର(୨୩/୧୦): ଆଜି ଦିନ ସକାଳ ୧୧ଘଣ୍ଟା ସମୟରେ ପଦ୍ମପୁର ସ୍ଥିତ ହୋଟେଲ ରେଜେନ୍ସି ଠାରେ ପାନାସୋନିକ କମ୍ପାନୀ ତରଫରୁ ପଦ୍ମପୁର ରାଜ ବୋଡାସମ୍ବର ଫଟୋଗ୍ରାଫିକ୍ସ ସଂଘର ତତ୍ୱାବଧାନରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି |

ପାନାସୋନିକ କମ୍ପାନୀ ପକ୍ଷରୁ ପ୍ରଶିକ୍ଷକ ଶ୍ରୀ ଡି. କେ. ପଟ୍ଟନାଏକ ଉପସ୍ଥିତ ସମସ୍ତ ଫଟୋ ଗ୍ରାଫର୍ ମାନଙ୍କୁ ପୁଙ୍ଖାନୁ ପୁଙ୍ଖ ଭାବେ (ବ୍ୟବାହରିକ ଓ ସିଧାନ୍ତ) ଖୁବ ପ୍ରାଞ୍ଜଳ ଭାବେ ବୁଝାଇଥିଲେ | ଏଭଳି ଏକ ସୁନ୍ଦର ପ୍ରୟାସକୁ ଉପସ୍ଥିତ ସମସ୍ତ ଫଟୋଗ୍ରାଫର ଭାଇମାନେ, ଉପସ୍ଥିତ ଜନସାଧାରଣ ଉଚ୍ଚ ପ୍ରଶଂସା କରିବା ସହ ପ୍ରଶିକ୍ଷକ ଶ୍ରୀ ପଟ୍ଟନାଏକଙ୍କୁ କୃତଜ୍ଞତା ଜ୍ଞାପନ ସହ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ | ସଂଘ ତରଫରୁ ସର୍ବଶ୍ରୀ ସୁବାଷ ଚନ୍ଦ୍ର ଚୋପଦାର(ସଭାପତି), ସଂପାଦକ ତ୍ରିବିକ୍ରମ ପଧାନ, ରାଜେଶ ସାହୁ ତଥା ସୁଧାଂଶୁ ପଣ୍ଡା ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ପ୍ରଶିକ୍ଷଣ ଶିବିରକୁ ଶେଷ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: