ନିର୍ବାଚନ ପରେ ପୋଲିଂ ପାର୍ଟିର ପଦ୍ମପୁରକୁ ପ୍ରତ୍ୟାବର୍ତ୍ତନ

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ପଦ୍ମପୁର(୨୧/୧୦): ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହୋଇଥିବା ଉପ- ନିର୍ବାଚନ ସନ୍ଧ୍ୟା ୫ ଟା ରେ ଶେଷ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସଂଧ୍ୟା ୫ଟା ସୁଦ୍ଧା ୭୨ପ୍ରତିଶତ ମତଦାନ ହୋଇଛି ।

୨୮୫ ଗୋଟି ମତଦାନ କେନ୍ଦ୍ର ପାଇଁ ନିୟୋଜିତ ହୋଇଥିବା ସମସ୍ତ ପୋଲିଂ ପାର୍ଟି ନିର୍ବାଚନ କାମ ସମାପ୍ତ କରି ପଦ୍ମପୁର ଗୋରୁ ମାର୍କେଟକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ରିଟର୍ଣିଂ ଅଫିସରେ ଇଭିଏମ ମେସିନ ସହିତ ଅନ୍ୟାନ୍ୟ ଉପକରଣ ଗୁଡିକ ଦାଖଲ କରିଛନ୍ତି |

Comments are closed.