Advertisements
Thursday, July 16, 2020
Home District News ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୬୦ତମ ପୋଲିସ ସ୍ମରଣୋତ ଦିବସ ପାଳିତ

ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୬୦ତମ ପୋଲିସ ସ୍ମରଣୋତ ଦିବସ ପାଳିତ

ରିପୋର୍ଟ: ଚିତ୍ତରଞ୍ଜନ ବାଗ
ଗୋଳାମୁଣ୍ଡା(୨୧/୧୦): ଦେଶକୁ ସୁରକ୍ଷା ଦେବାକୁ ଯାଇ ନିଜ ପ୍ରାଣ ବଳି ଦେଇଥିବା ସହିଦ ଯବାନ ମାନଙ୍କୁ ସ୍ମରଣ କରିବା ପାଇ ଅକ୍ଟୋବର ୨୧ତାରିଖକୁ ପୋଲିସ ସ୍ମରଣୋତ ଦିବସ ଭାବରେ ପାଳନ କରିଆସୁଛି |

ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ବୃଦାବାହାଲ ଠାରେ ୬୦ତମ ପୋଲିସ ସ୍ମରଣୋତ ଦିବସ ପାଳନ କରାଯାଇଛି | ଏଥିରେ ଧର୍ମଗଡ଼ ଉପଖଣ୍ଡିୟ ପୋଲିସ ଅଧିକାରୀ ଲକ୍ଷ୍ମୀ ପଣ୍ଡା, ଗୋଲାମୁଣ୍ଡା ଆଇ.ଆଇ.ସି ରଶ୍ମିତା ପ୍ରଧାନ, ଗୋଲାମୁଣ୍ଡା ବିଡ଼ିଓ ସ୍ନିଗ୍ଧ। ରାଣୀ ପ୍ରଧାନ, ଗୋଲାମୁଣ୍ଡା ବ୍ଲକ ଅଦ୍ଧକ୍ଷ ଶ୍ରୀଯୁକ୍ତ ତୁଲେଶ୍ବର୍ ନାଏକ, ବ୍ଲକ ଉପାଦ୍ଧକ୍ଷା ମମତା ରାଉତ, ସମାଜସେବୀ ଦିନେଶ କୁମାର ରାଉତ, ବୃନ୍ଦାବାହାଲ ସରପଞ୍ଚ ହେମାଙ୍ଗୀନି ରାଉତ, ବୃନ୍ଦାବାହାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ଓ ସହୀଦ ବିଜେନ୍ଦ୍ରନାଥ ରାଉତଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: