Advertisements
Monday, July 6, 2020
Home District News ଆଗଲପୁର ବ୍ଲକ ଯୁବ ବାହିନୀଙ୍କ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର ବ୍ଲକ ଯୁବ ବାହିନୀଙ୍କ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ: ମାଧବ ସାହୁ
ଆଗଲପୁର(୧୬/୧୦): ଆଗଲପୁର ବ୍ଲକ ଯୁବବାହିନୀଙ୍କ ଦ୍ୱାରା ରକ୍ଷକ କାର୍ଯ୍ୟକ୍ରମ ରାମପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ୨ଚକିଆ ଓ ୪ ଚକିଆ ଯାନବାହାନ ଚାଳକ ମାନଙ୍କୁ ସଚେତନ କରାଉଛନ୍ତି |

ବିନା ହେଲମେଟରେ ଗାଡି ଚଳାଇବା, ମଦ୍ୟପାନ ବା ନିଶାସକ୍ତ ଅବସ୍ଥାରେ ଗାଡି ନ ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ନ ହେବ, ଗାଡି ଉପରେ ଡ୍ରାଇଭର ମାନେ ବେଲ୍ଟ ପିନ୍ଧି ଚଳାଇବା, ୧୮ବର୍ଷରୁ କମ ବୟସର ପିଲାମାନଙ୍କୁ ଗାଡି ନ ଚଳାଇ ଦେବା ତଥା ବିଭିନ୍ନ ସମସ୍ୟାର ଦୂରୀକରଣ କରାଉଥିଲେ | ଉକ୍ତ କାର୍ଯ୍ୟକ୍ରମରେ ସାଲେଭଟା ଓ ବେନ୍ଦ୍ରା ପଂଚାୟତର ଇଓ ସାଗର ସାହୁଙ୍କ ଦ୍ୱାରା ଫିତା କାଟି ଶୁଭାରମ୍ଭ କରିଥିଲେ | ଶହ ଶହ ଯୁବବାହିନୀ କର୍ମୀ ଉପସ୍ଥିତ ଥିଲେ ଏବଂ ଲୋକମାନଙ୍କୁ ସଚେତନ କରାଉଥିଲେ | ସାଲେଭଟା ପୋଲିସ ସାହାଯ୍ୟ କରିଥିଲେ ଏବଂ ଯେଉଁମାନେ ହେଲମେଟ ପିନ୍ଧିଥିଲେ ସେମାନଙ୍କୁ ଚକଲେଟ ଦେଇ ସ୍ୱାଗତ କରୁଥିଲେ | ଯେଉଁମାନେ ହେଲମେଟ ପିନ୍ଧି ନ ଥିଲେ ତାଙ୍କୁ ମଧ୍ୟ ଚକଲେଟ ଦେଇ ଉପଦେଶ ଦେଉଥିଲେ ହେଲମେଟ ପିନ୍ଧିବା ପାଇଁ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: