Friday, March 29, 2024

Top 5 This Week

Related Posts

ବଂଶଧରା ନଦୀରେ ବୁଡି ଯୁବକ ନିଖୋଜ !

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୩/୧୧) : ଆଜି ସକାଳେ ୧୦.୩୦ ସମୟ ରେ କାଶୀନଗର ବଂଶଧରା ନଦୀରେ ଜଣେ ବିଟେକ ଛାତ୍ର ନିଖୋଜ ହୋଇଥିବା ଜଣା ପଡ଼ିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ, କାଶୀନଗର ୱାର୍ଡ ନମ୍ବର ୧୦ ରେ ରହୁଥିବା ଭାସ୍କର ରାଓ ଙ୍କ ବିଟେକ ପଢ଼ୁଥିବା ପୁଅ ଆକାଶ ନଦୀକୁ ଶୌଚ ପାଇଁ ଯାଇ ନିଖୋଜ ହୋଇଛି । ପ୍ରଥମେ କେନ୍ଦୀୟ ଜଳ ଆୟୋଗ ର କର୍ମଚାରୀ ମାନେ ଖୋଜା ଖୋଜି କରିଥିଲେ, ପରେ କାଶୀନଗର ଦମ କଳ ବାହିନୀ ବର୍ତ୍ତମାନ ନଦୀରେ ଖୋଜୁଛନ୍ତି । ଏହି ରିପୋର୍ଟ ଲେଖା ହେଲାବେଳକୁ ତାଙ୍କ ପତ୍ତା ଜଣାପଡ଼ିନାହିଁ ।

Popular Articles