Advertisements
Monday, July 6, 2020
Home 5 T programme 5T ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା ତଥା ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

5T ଗ୍ରାମପଞ୍ଚାୟତ ସ୍ତରୀୟ ଜନ ସଚେତନତା ତଥା ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର (୧୪/୧୦): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗା ପଞ୍ଚାୟତ ଗୃହରେ ଆଜି ସୋମବାର ଦିନ ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ସଚେତନତା ତଥା ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଚନ୍ଦ୍ରପୁର ବ୍ଲକର ବିଡିଓ ଶ୍ରୀ ଜର୍ଜ ଡୁଙ୍ଗଡୁଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ ।

ସମ୍ମାନିତ ଅତିଥି ରୂପେ ଚନ୍ଦ୍ରପୁର ତହସିଲଦାର ଶ୍ରୀ ମାନସ କୁମାର ଘଡେଇ, ବ୍ଲକ ଅଧକ୍ଷା ସଞ୍ଜିତା ପ୍ରତିଙ୍ଗା, ସମ୍ପ୍ରସାରଣ ଅଧିକାରୀ ତଲୱ।ର ଜେନା, RWSS କନିଷ୍ଠ ଯନ୍ତ୍ରୀ ଶ୍ରୀ ଜିତେନ୍ଦ୍ର ପାତ୍ର, ସରପଞ୍ଚ ଦୁତି ହିକକା , CDPO ମିନାକ୍ଷୀ ସାହୁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ନବୀନ ୱ।ଡକା, ଡ଼ଃ ବିଦ୍ୟାଧର ବେହେରା, ମେଡିକାଲ BPM ଭି ସନ୍ତୋଷ କୁମାର, OLM ସଂସ୍ଥାର BPM ଶ୍ରବଣ ସିଂ, ମାନସ କୁମାର ଜେନା, ଶିବ ପ୍ରସାଦ ପଣ୍ଡିତ, GRS ଦିବାକର ବ୍ରେକବେଡା ପ୍ରମୁଖ ଉପସ୍ଥିତଥିଲେ । ଏହି ଅଭିଯୋଗ ଶୁଣାଣିରେ ପ୍ରାୟ ଦୁଇଶହ ମହିଳା ପୁରୁଷ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗୋଷ୍ଟିଗତ ତିନୋଟି ଅଭିଯୋଗ ଓ ବ୍ୟକ୍ତିଗତ ୭୭ଟି ମୋଟ ୮୦ଟି ଅଭିଯୋଗ ହୋଇଥିଲା । ଏହି କାର୍ଯ୍ୟକ୍ରମର ସଂଚାଳନ ସରପଞ୍ଚ ଦୁତି ହୁଇକା କରିଥିବା ବେଳେ ପଂଚାୟତ ଅଫିସର ଶ୍ରୀ ନବୀନ ୱ।ଡକା ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: