Advertisements
Thursday, July 9, 2020
Home Cultural & Festival କାର୍ତ୍ତିକ ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ ଲୋକାରଣ୍ୟ

କାର୍ତ୍ତିକ ପ୍ରଥମ ସୋମବାର, ବିଭିନ୍ନ ଶୈବପୀଠରେ ଲୋକାରଣ୍ୟ

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୧୪/୧୦): ଶେଷ ହୋଇଛି କୁମାର ପୂର୍ଣ୍ଣିମା ଏବଂ ପୂର୍ଣ୍ଣିମା ପର ଦିନ କାର୍ତ୍ତିକ ମାସ ଆରମ୍ଭରୁ ହିଁ ପ୍ରଥମ ସୋମବାର ପଡିଛି | କାର୍ତ୍ତିକ ମାସ ଆରମ୍ଭ ଓ ପ୍ରଥମ ସୋମବାର ଅବସରରେ କୋଦଳା ଓ ବେଗୁନିଆପଡ଼ା ଅଞ୍ଚଳର ବିଭିନ୍ନ ଶୈବପୀଠରେ ଭକ୍ତ ମାନଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା |

କୋଦଳା ଦଣ୍ଡିଶ୍ୱର ମହାଦେବଙ୍କ ପୀଠରେ ସକାଳୁ ସକାଳୁ ଭକ୍ତ ମାନଙ୍କ ପୂଜାର୍ଚ୍ଚନା ଦେଖିବାକୁ ମିଳିଥିଲା | ଆଖପାଖ ଗ୍ରାମରୁ ବହୁ ମହିଳା ସୋମବାର ବ୍ରତ କରିବା ପାଇଁ ମନ୍ଦିରରେ ଭିଡ଼ ଜମାଇ ଥିଲେ। ସେହିପରି ଫାଶୀ ସ୍ଥିତ ମାଣିକେଶ୍ଵର, ଶାଳବଣ ସିଦ୍ଧେଶ୍ଵର, ବେଗୁନିଆପଡ଼ା ସିଦ୍ଧେଶ୍ଵର, ଦେଓଳିଆପଡା ନୀଳକଣ୍ଠେଶ୍ଵର, ବୀର ଜଗନ୍ନାଥପୁର ସ୍ବପ୍ନେଶ୍ବର, ଓଡନଈ ରାମେଶ୍ଵର, ଶାକୁଂଡା ଧବଳେଶ୍ଵର, ଦାନପୁର ଝାଡେଶ୍ବର ପ୍ରଭୃତି ଶୈବପୀଠରେ ଜନ ସମାଗମ ଦେଖିବାକୁ ମିଳିଥିଲା | କାର୍ତ୍ତିକ ମାସ ଆରମ୍ଭ ହୋଇଥିବାରୁ ହବିଷ୍ଯାଳୀ ମାନେ ମଧ୍ୟ କାର୍ତ୍ତିକ ବ୍ରତ ପାଳନ ପାଇଁ ବିଭିନ୍ନ ଦେବାଳୟ ମାନଙ୍କରେ ଭିଡ଼ ଜମାଇ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: