Advertisements
Monday, July 6, 2020
Home Cultural & Festival ଜି.ଉଦୟଗିରିରେ ଗଜଲକ୍ଷ୍ମୀ ପୁଜା ଆରମ୍ଭ

ଜି.ଉଦୟଗିରିରେ ଗଜଲକ୍ଷ୍ମୀ ପୁଜା ଆରମ୍ଭ

ରିପୋର୍ଟ: ଜଗଦୀଶ ଦାସ
ଜି.ଉଦୟଗିରି(୧୩/୧୦): ପବିତ୍ର କୁମାର ପୂର୍ଣ୍ଣିମା ଆଜି ହୋଇଥିବାରୁ ବେଶ ଚଳଚଞ୍ଚଳ ଥିଲା ଜି.ଉଦୟଗିରି। ସହରର ଲକ୍ଷ୍ମୀ ବଜାର, ବାରାଳିନି ବଜାର ଓ ପଦା ସାହି ଏପରି ୩ଟି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି ।

ଲକ୍ଷ୍ମୀ ବଜାର କମିଟି ତରଫରୁ ସନ୍ତୋଷ ଆଚାର୍ଯ୍ୟ କର୍ତ୍ତା ହୋଇଥିବା ବେଳେ ପୁରୋହିତ ହୋଇଛନ୍ତି ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ,ବାରାଲିନି ବଜାର ତରଫରୁ କର୍ତ୍ତା ଦଣ୍ଡପାଣି ପାଣିଗ୍ରାହୀ ହୋଇଥିବାବେଳେ ପୁରୋହିତ ହେଉଛନ୍ତି ସୁଧାଂଶୁ ଶେଖର ଆଚାର୍ଯ୍ୟ ଓ ସଞ୍ଜୟ କୁମାର ଆଚାର୍ଯ୍ୟ । ପଦା ସାହି ପୁରହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ ଅଟନ୍ତି। ବରାଳିନି ବଜାର ଓ ପଦା ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ଶୁଣିବାକୁ ମିଳୁଛି । ସେ ମନୋରଞ୍ଜନ ଯାହା ହେଉ କିନ୍ତୁ ସାଜସଜ୍ଜା ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: