Advertisements
Thursday, July 16, 2020
Home District News ଅଧା ବାଟରେ ଅଚଳ ହେଲା ୧୦୮ ଆମ୍ମୁଲାନ୍ସ, ଦେଢ଼ ଘଣ୍ଟା ଧରି ରୋଗୀ କଳବଳ

ଅଧା ବାଟରେ ଅଚଳ ହେଲା ୧୦୮ ଆମ୍ମୁଲାନ୍ସ, ଦେଢ଼ ଘଣ୍ଟା ଧରି ରୋଗୀ କଳବଳ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା (୧୨/୧୦): ବିନିକା ରାସ୍ତାରେ ରୋଗୀ ନେଇ ବୁର୍ଲା ବଡ ମେଡିକାଲକୁ ଯାଉଥିବା ଏକ ୧୦୮ ଆମ୍ବୁଲାନ୍ସ ସହର ନିକଟସ୍ତ ବେଲପଡା ଛକରେ ଅଚଳ ଅବସ୍ଥାରେ ରାସ୍ତା କଡ଼ରେ ଅଟକି ରହିଛି ।

ସୂଚନା ଅନୁସାରେ ଆଜି ସକାଳେ ବଲାଙ୍ଗୀର ଭୀମଭୋଇ ବଡ ମେଡିକାଲରୁ ଗୁରୁତର ଅବସ୍ଥାରେ ରୋଗୀକୁ ବୁର୍ଲା ଡାକ୍ତରଖାନାକୁ ନିଆଯାଉଥିଲା । ଫଳରେ ହଠାତ୍ ଗାଡିଟି ବେଲପଡା ଛକରେ ଅଚଳ ହୋଇପଡିଥିଲା । ଏପରିସ୍ଥିତିରେ ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଆମ୍ବୁଲାନ୍ସ ନ.ଓଡି୦୨ଏନ୍-୩୦୨୬ ଗାଡିଟି ଅଚଳ ଅବସ୍ଥାରେ ପଡିରହିଥିବାରୁ ଦୀର୍ଘ ଦେଢ଼ ଘଣ୍ଟା ଧରି ରୋଗୀ ଯନ୍ତ୍ରଣାରେ କଳବଳ ହେବାରୁ ବିନିକା ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । ପରେ ସେଠାକୁ ବିନିକା ୧୦୮ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ରୋଗୀଙ୍କୁ ବୁର୍ଲାକୁ ନିଆଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ...

ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ, ଥେରୁବାଲି ସ୍ଥିତ ଚିନ୍ମୟ ବିଦ୍ୟାଳୟର ରେକର୍ଡ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ଚାଳିତ ବର୍ଷର ଦଶମ ଶ୍ରେଣୀ ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ l ରାୟଗଡା ଜିଲ୍ଲା ଅନ୍ତର୍ଗତ ଥେରୁବାଲି...

ବୁର୍ଲା ଭିମସାର ରେ ୪ କରୋନା ଯୋଦ୍ଧା କରୋନା ରେ ଆକ୍ରାନ୍ତ

ସମ୍ବଲପୁର (ଓଡିଶା ନ୍ୟୁଜ୨୪ବ୍ୟୁରୋ-୧୬/୦୭): ବୁର୍ଲା ଭୀମସାର ୪ କରୋନା ଯୋଦ୍ଧା ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ ୪ ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୪ କରୋନା...

କଳାହାଣ୍ଡିରେ ପୁଣି ଦୁଇ କରୋନା ପଜିଟିଭ, ଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ପଦକ୍ଷେପ

ରିପୋର୍ଟ: ପ୍ରଭୁଦତ୍ତ ପଣ୍ଡା //କଳାହାଣ୍ଡି (୧୫.୦୭.୨୦୨୦): କଳାହାଣ୍ଡି ଜିଲ୍ଲାରେ ଆଜି ପୁଣି ଦୁଇ କରୋନା ପଜିଟିଭ ରିପୋର୍ଟ ଆସିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଜଣେ ଦିଲ୍ଲୀ...

Recent Comments

%d bloggers like this: