Related Contents

କଲ୍ୟାଣସିଂହପୁର ଥରେ ମାଁ ଦୁର୍ଗା ଙ୍କ ଭାଷାଣି

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୧୨ /୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଆନର୍ଗତ ସଦର ମହକୁମା ଠାରେ ଆଜି ଜଗତ ଜନନୀ ମାଁ ଦୂର୍ଗା ଙ୍କ ଭଷାଣି ହୋଇଯାଇଛି ।

ଏହି ଭଷାଣି କାର୍ଯ୍ୟକ୍ରମରେ କଲ୍ୟାଣସିଂହପୁର ବ୍ଲକର ଆଖପାଖର ଲୋକଙ୍କ ଭିଡ଼ ଜମିବାର ଦେଖିବାକୁ ମିଳିଥିବା ବେଳେ ବାଜା ରଶଣୀରେ ନାଚ ଗୀତରେ ମାଁ ଙ୍କୁ ବିଦା କରିଥିବା ଦେଖିବାକୁ ମିଳିଥିଲା। ଏହି ଭଷାଣି କାର୍ଯ୍ୟକ୍ରମରେ ପୋଲିସ ଓ ସିଆରପିଏଫ କର୍ମଚାରୀ ସୁରକ୍ଷା ନିମନ୍ତେ ଉପସ୍ଥିତ ଥିଲେ । ଏହି ଭଷାଣି କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି ।

Leave a Reply

This site uses Akismet to reduce spam. Learn how your comment data is processed.