Friday, March 29, 2024

Top 5 This Week

Related Posts

କାଶୀନଗର ରୟିତ ସଙ୍ଘ କାର୍ଯ୍ୟ କାରୀ ସଭାପତି ଙ୍କ ନିମନ୍ତେ ଶୋକସଭା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୧୧) : ଗତ କାଲି ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି ।

କାଶୀନଗର ରୟିତ ସଙ୍ଘ ର କାର୍ଯ୍ୟକାରୀ ସଭାପତି ଶ୍ରୀ ଶାଶୁପିଲି ତାତାୟା ଙ୍କ ଦ୍ୱାଦଶହ ଉପଲକ୍ଷେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ର କର୍ମକର୍ତା ଶ୍ରୀ ପ୍ରଶାନ୍ତ ମିଶ୍ର, ହୃଷିକେଶ ଗୌଡ଼, ୱାଇ. ଧନଞ୍ଜୟ, ଏନ.ଏ.ସି. ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଓ ତତେୟା ଙ୍କ ପୁଅ ରାଜେଶ ଓ ତାଙ୍କ ପରିବାର ଉପସ୍ଥିତ ହୋଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Popular Articles