Advertisements
Monday, July 6, 2020
Home Election News ଛତିଶଗଡ଼ର କାରରୁ ଜବତ ହେଲା ୧୯ଲକ୍ଷ ଟଙ୍କା

ଛତିଶଗଡ଼ର କାରରୁ ଜବତ ହେଲା ୧୯ଲକ୍ଷ ଟଙ୍କା

ରିପୋର୍ଟ: ବାଳକିଶୋର ଖାଡ଼ଙ୍ଗା
ବରପାଲି (୧୧/୧୦): ବରପାଲି ଥାନା ଚାରିବଙ୍ଗଳା ଛକ୍ ଠାରେ ଏସ ଏସ ଟିମ ପୋଲିସ ନାକା ଟିମ ଠାରେ ଅପରାହ୍ନ ୪ ଟା ୩୦ରେ ଇଲେକ୍ସନ ଏକଯ୍ୟୁଟିଭ ମାଜିଷ୍ଟ୍ରେଟ ସତ୍ୟ ନାରାୟଣ ମେହେର ଓ ପୋଲିସ ସହାୟତାରେ ନିର୍ବାଚନ ପାଇଁ ତଦନ୍ତ କରାଯାଉଥିବା ଯାନବାହାନ ସମୟରେ ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ପଟୁ ଆସୁଥିବା ସିଜି ୦୬ଜିଏମ ୩୪୨୬ ନମ୍ବର ଥିବା ଏକ ମାରୁତି ଏସ କ୍ରୋଶ ଗାଡ଼ିରେ ଥିବା ୧୯ ଲକ୍ଷ ଟଙ୍କା ଜବତ କରାଯାଇଛି ।

ଏନେଇ ଏକ ବରପାଲି ଥାନାରେ ଏକ ମାମଲା ରୁଜୁ କରାଯାଇ ନଗଦ ଟଙ୍କାକୁ ଇନକମ ଟେକ୍ସ ବିଭାଗକୁ ଦିଆଯାଇ ଏହାର ତଦନ୍ତ ଦାୟିତ୍ବ ଦିଆଯାଇଛି । କାରଟି ଛତିଶ ଗଡ଼ର ରାଇସମିଲ ମାଲିକ ପରାଗ ଅଗ୍ରୱାଲଙ୍କ ବୋଲି ଜଣାପଡ଼ିଛି | ବ୍ୟବସାୟ ପାଇଁ ସେ ଟଙ୍କା ନେଇ ଯାଉଥିବା ପ୍ରକାଶ କରିଛନ୍ତି । ବରପାଲି ପୁଲିସ ଘଟଣାର ତଦନ୍ତ କରୁଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: