Thursday, March 28, 2024

Top 5 This Week

Related Posts

ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଶିବ ମନ୍ଦିର ଭକ୍ତ ଙ୍କ ସମାଗମ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୭/୧୧) : ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର ଗତ ଚାଟିକୋଣା ଶିବ ମନ୍ଦିର ରେ ଆଜି ପବିତ୍ର କାର୍ତ୍ତିକ ମାସ ଶେଷ ସୋମବାର ହୋଇ ଥିବାରୁ ମନ୍ଦିର ରେ ଦର୍ଶନ ପାଇଁ ଭକ୍ତଙ୍କ ବହୁବିଡ ହେଇଥିଲା ।

ବିଷମ କଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଶିବ ମନ୍ଦିର ଭକ୍ତ ଙ୍କ ସମାଗମ । ଉକ୍ତ ଜନଗହଳି ଥିବାରୁ ପୂର୍ବ ରୁ ମନ୍ଦିର କମିଟି ପୋଲିସ ଓ ଅଞ୍ଚଳର ଯୁବପିଡି ସହାୟତା ନେଇଥିଲା ସମସ୍ତ ଶ୍ରଦ୍ଧାଲୁ ଙ୍କ ପାଇଁ ଅର୍ଣ୍ଣ ଭଜନ ର ବ୍ୟବସ୍ତା କରାଯାଇଥିଲା । ଏହି ଅର୍ଣ୍ଣ ଭଜନ ରେ ମନ୍ତ୍ରୀ ଜଗନ୍ନାଥ ସାରାକା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ମାଝୀ ଅଧିବାସି ଉନ୍ନୟନ ପରିଷଦ ର ସଭାପତି ଅନୁଷ୍ୟହା ମାଝୀ, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲା ବିଜେଡି ସଭାପତି ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାୟନ ଉପଦେଷ୍ଟା ଶ୍ରୀ ସୁଧୀର କୁମାର ଦାସ, ଜିଲ୍ଲା ବିଜେଡି ଯୁବ ସମ୍ପାଦକ ଡ଼ି ଶିବ, ବିଷମକଟକ ବ୍ଲକ ଅଧ୍ୟକ୍ଷା ଯୋଶଦା ହୁଇକା, କୁର୍ଲି ସରପଞ୍ଚ, ମୁନିଗୁଡା ବ୍ଲକ ବିଜେଡି ସଭାପତି ଶ୍ରୀ ରତନ ଯେନ, ମନ୍ଦିର କମିଟି ର ଶ୍ରୀ ମହେନ୍ଦ୍ର ଚହାନ. କେଶବ ନିମାକା, ଭୁଜ ଟାକିରୀ. ବଡ଼ ଗୌଡ଼, ପି. ଅନିଲ କୁମାର, ପ୍ରଶାନ୍ତ ପାତ୍ର, ରାଧେଶ୍ୟାମ ହିଆଲ, ସରପଞ୍ଚ ଚାଟିକଣା ପି.କିରନ ଲତା ସମିତି ସଭ୍ୟ ଶ୍ରୀ ସୁବାସ ମେଲେକା ଉପସ୍ଥିତ ତିଲେ ।

Popular Articles