Advertisements
Monday, July 6, 2020
Home District News କାନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ଭି କେ କାର୍ତ୍ତିକ ପଣ୍ଡିଆନ

କାନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ସଚିବ ଭି କେ କାର୍ତ୍ତିକ ପଣ୍ଡିଆନ

ରିପୋର୍ଟ: ଜଗଦୀଶ ଦାସ
କନ୍ଧମାଳ(୧୧/୧୦): ଆଜି ୫ଟି ସଚିବ ଭି. କେ.କାର୍ତ୍ତିକ ପାଣ୍ଡିଆନ ଫୁଲବାଣି ମୁଖ୍ୟ ଚିକିସ୍ଛାଳୟ ପରିଦର୍ଶନ କରିଥିଲେ । ପ୍ରଥମେ ସ୍ତ୍ରୀ ପ୍ରସୂତୀ ବିଭାଗ, ଶିଶୁ ବିଭାଗ ପରିଦର୍ଶନ କରିବା ସହ ରୋଗୀମାନଙ୍କୁ ଭେଟି ପଚରାଉଚରା କରିଥିଲେ | ତା ପରେ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡ ପରିଦର୍ଶନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଏ ସ ପି ପ୍ରତୀକ ସିଂଙ୍କ କଡା ସୁରକ୍ଷା ପ୍ରଦାନ କରିଥିଲେ । ଆଜି ମିଳିତ ନାଗରିକ ମଞ୍ଚ ପକ୍ଷରୁ ବାଇକ ରାଲି ସହିତ ଗଣ ଧାରଣା ମଧ୍ୟ ଦିଆ ଯିବାର ଥିଲା । ଗତକାଲି ସନ୍ଧ୍ୟାରେ ପ୍ରଶାସନ ମିଳିତ ନାଗରିକ ମଞ୍ଚର ଆବାହକ ଶ୍ରୀ ଅଶୋକ ପରିଡାଙ୍କୁ ଡାକି ବାଇକ ରାଲି ଓ ଗଣଧାରଣାକୁ ସ୍ଥଗିତ କରିବା ପାଇଁ ଅନୁରୋଧ କରିଥିଲେ ବୋଲି ଶ୍ରୀ ପରିଡା ପ୍ରକାଶ କରିଥିଲେ । କିନ୍ତୁ ଏସ ପି ପ୍ରତୀକ ସିଂ ନାଗରିକ ମଞ୍ଚର ସଭାପତି ଡ଼ଃ ଅରୂପ କୁମାର ଜେନା, ଉପସଭାପତି ନବୀନ କିଶୋର ପଣ୍ଡା, ଆବାହକ ଅଶୋକ ପରିଡାଙ୍କୁ ମୁଖ୍ୟ ଶାସନ ସଚିବଙ୍କ ସହିତ ସାକ୍ଷାତ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ | ଫଳରେ ନାଗରିକ ମଞ୍ଚ କନ୍ଧମାଳ ଜିଲ୍ଲାରେ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ କରିବା ନେଇ ଆଲୋଚନା କରିଥିଲେ । ଏହିଭଳି ସହଯୋଗକୁ କନ୍ଧମାଳର ଜନସାଧାରଣ ଏସ ପିଙ୍କୁ ପ୍ରଶଂସା କରିବା ସହ କୃତଜ୍ଞତା ଜଣେଇଛନ୍ତି । ୫ଟି ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଏନ ଏଚ ଏମ ନିର୍ଦ୍ଦେଶିକା ସାଳିନୀ ପଣ୍ଡିତ ମଧ୍ୟ ଆସିଥିଲେ | ପରେ ବୌଦ୍ଧ ଜିଲ୍ଲା ଅଭିମୁଖେ ଯାତ୍ରା କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: