ସ୍ଵଛ ଭାରତ ଜନ ସଚେତନ କାର୍ଯ୍ୟକ୍ରମ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୦୭/୧୦): ଆଜି ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲୌଡ଼ିଦର୍ହା ଗ୍ରାମରେ ବିନୋବାଭାବେ ୟୁଥକ୍କବ ମିଳିତ ଉଦ୍ୟମରେ ସଫେଇ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |

ଗ୍ରାମର ହୀଡ଼ ପାର୍ଶ୍ଵରେ ତଥା ଶିବ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରିବା ସହ ଗାଁ କୁ ସ୍ୱଛ ରଖିବା ପାଇଁ ଏକ ଜନ ସଚେତନ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମରେ ପଦ୍ମପୁରର ବିଶିଷ୍ଟ ଆଇନଜୀବୀ ଯୋଗେନ୍ଦ୍ର ଭୋଇ, ସାମ୍ବାଦିକ ମହୋହର ଦାସ, ଚକ୍ର ଧର ଜଗତ, ବିନୋବାଭାବେ ୟୁଥ ବ୍କକର ସମସ୍ତ ସଦସ୍ୟ କିଶୋର ସାମଲ, ଜ୍ୟୋତି ରଞ୍ଜନ ଜଗତ, କୁମର ଭୁଏ, ରାହୁଲ ଭୁଏ, ସୁଶାନ୍ତ ସିଂ, ଶୁକୃ ବାଗ ଆଦି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Comments are closed.