Related Contents

ବଜ୍ରପାତରେ ଜଣକର ମୃତ୍ୟୁ ଓ ୨ଜଣ ଗୁରୁତର

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୬/୧୦): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପୁରେନା ଗ୍ରାମପାୟତର ମୁର୍ହ।ପାଳି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।

ଆଜି ସନ୍ଧ୍ୟାରେ ବଜ୍ରପାତରେ ଏହି ଗ୍ରାମର ପ୍ରେମଳତା ପସାୟତ (୨୭)ଙ୍କର ମୃତ୍ୟୁ ହେଇଯାଇଥିବା ବେଳେ ଶୋଭାଗିନୀ ଧାରୁଆ(୨୧)ଓ ସାବିତ୍ରୀ ସାହୁ ୪୦ ଗୁରୁତର ଅବସ୍ଥାରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗ୍ରାମରେ ଏହିଭଳି ଘଟଣା ଯୋଗୁ ଅଂଚଳରେ ବର୍ତମାନ ଶୋକର ଛାୟା ଖେଳିଯାଇଛି। ତେବେ ଆହତ ମାନଙ୍କ ଚିକିତ୍ସା ବ୍ୟବସ୍ଥା ସହିତ ମୃତକଙ୍କର ପାଇଁ ରହିଥିବା ସମସ୍ତ ସରକାରୀ ସହାୟତା ନିୟମ ଅନୁଶାରେ ପ୍ରଦାନ କରାଯିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦାରୁଆନ ଜଣାଇଛନ୍ତି ।

Comments are closed.