Advertisements
Tuesday, June 2, 2020
Home District News ଅଂଗନବାଡି କେନ୍ଦ୍ରରେ ସଢା ଚାଉଳ,ପାଇକମାଳ

ଅଂଗନବାଡି କେନ୍ଦ୍ରରେ ସଢା ଚାଉଳ,ପାଇକମାଳ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୦୨/୧୦): ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ତା ନିକଟସ୍ଥ ପଲସେନ ଗ୍ରାମ ଅଂଗନବାଡି କେନ୍ଦ୍ରରେ ଅତି ନିକୃଷ୍ଟମାନର ଚାଉଳ ଯୋଗାଣ ହୋଇଥିବା ଅଭିଯୋଗ ହୋଇଛି । ବୁକୁରାମୁଣ୍ତା ଅଂଚଳର ଅଂଗନବାଡି କେନ୍ଦ୍ର ଗୁଡିକରେ ମାଣ୍ଡୋସିଲ, ଜାମସେଟର ଏକ ସ୍ବୟଂ ସହାୟକ ଗୋଷ୍ଠି ଚାଉଳ ଯୋଗାଣ କରୁଛନ୍ତି ।

କିଛି ମାସ ପୂର୍ବରୁ ଅଂଗନବାଡି ଜରୀଆରେ ଗର୍ଭବତୀ ମହିଳାମାନଂକୁ ପଚା ଅଣ୍ତା ଯୋଗାଣ କରାଯାଇଥିବା ଅଭିଯୋଗ କରାଯାଇଥିଲା । ତାର ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନ ଥିବାରୁ ଖରାପ ଚାଉଳ ଯୋଗାଣ ପରି ଦୁର୍ନିତୀ ଧାରାବାହିକ ଭାବରେ କରିବେ । କୋମଳମତି ଶିଶୁମାନେ ଖରାପ,ପୋକରା ଚାଉଳ ଖାଇ ଅନେକ ରୋଗର ଶୀକାର ହେବେ । ନିମ୍ନ ମାନର ଚାଉଳ ଯୋଗାଣ କରି ଆସୁଥିବା ସଂସ୍ଥା ପ୍ରତି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବୀ ହୁଏ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: