Thursday, March 28, 2024

Top 5 This Week

Related Posts

କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୭/୧୦) : ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଠାରେ କାଶୀନଗର ଏନ ଏ ସି କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି ।

ବି ଆର ସି ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜମାନା କରିୟା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି ଆର ସି ସି ବି ଗୋପାଳ ରାଓ ଙ୍କ ତତ୍ୱାବଧାନରେ ସାମ୍ବାଦିକ ହୃଷିକେଶ ଗୌଡ଼ ଏନ ଏ ସି ଅଧ୍ୟାକ୍ଷା ଏମ. ସୁଧାରଣୀ ଅତିରିକ୍ତ ଥାନା ଅଧିକାରୀ ଯୋଗ ଦେଇଥିଲେ । ସମସ୍ତ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସୁରଭି ନିମନ୍ତେ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କୁଇଜ, ସଂଗୀତ ଓ ବକୃତା ପ୍ରତିଯୋଗିତା ହୋଇଥିଲା ।

Popular Articles