Related Contents

ଚାରପାଲି ଅଙ୍ଗନବାଡି କେନ୍ଦ୍ରରେ ମମତା ଦିବସ ପାଳନ

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୧/୧୦): ବରଗଡ ଜିଲ୍ଲା ପଦ୍ମପୁର ବରିକେଲ ପଞ୍ଚାୟତ ଚାରପାଲି ଗ୍ରାମରେ ଅଙ୍ଗନବାଡି କର୍ମୀ ପଟନାୟକ ତରଫରୁ ମମତା ଦିବସ ପାଳନ କରାଯାଇଥିଲା ।

ଏଥିରେ ଏ ଏନ ଏମ ନମିତା ସାହୁ, ଆଶା ନିରାବତୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ମୋଟ ୩୭ ଜଣ ଶିଶୁ ଆଉ ୧୫ ଜଣ ମାଁ ମାନଙ୍କୁ ଛତୁଆ ବଣ୍ଟନ କରାଯାଇଥିଲା ।

Comments are closed.