Related Contents

ମାଁ ସାରଳା ଏସ ଏଚ ଜି ଗ୍ରୁପ ତରଫରୁ ସଫେଇ ଅଭିଯାନ

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ଝାରବନ୍ଧ(୦୧/୧୦): ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶାଖାଡୁଙ୍ଗରି ଗ୍ରାମରେ ମାଁ ସାରଳା ଏସଏଚଜି ଗ୍ରୁପ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଯାଇଛି ।

ଏଥିରେ ଗାଁର ଅଙ୍ଗନବାଡି କର୍ମୀ ଅଯୋଧ୍ୟା ତରାଇ ସହିତ ଗାଁର କିଛି ମହିଳା, ଭୂମିସୁତା ବନଛୋର, ନଳିନୀ ପାଣ୍ଡେ, ରୀନା ବାଗ, ଉମା ବାଗ, ପାର୍ବତୀ ବାଗ, ସାବିତ୍ରୀ ହଂସ ଓ ବହୁ ମାତ୍ରାରେ ମହିଳା ମାନେ ସାମିଲ ଥିଲେ ।

Comments are closed.