Friday, August 14, 2020
Home Road Accident ସଡକ ଦୁର୍ଘଟଣାରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ

ସଡକ ଦୁର୍ଘଟଣାରେ ଦୁଇ ମୋଟର ସାଇକେଲ ମୁହାଁମୁହିଁ

ରିପୋର୍ଟ: ହିରୋଜ କୁମାର ସାହୁ
କଳାହାଣ୍ଡି (୩୦/୯): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଭଟାପଲା ଗାଁ ମଝିରେ ଦୁଇ ମୋଟର ସାଇକେଲ ମୁହାମୁହିଁ ହେବା ଫଳରେ ରିଞ୍ଜା ପଞ୍ଚାୟତର ଟକାରୁମାଲ ଗ୍ରାମର ଗନ୍ଦର୍ବ ବାଗ ୪୩ ବର୍ଷ ଗୁରୁତର ଆଘାତ ହୋଇଥିବା ବେଳେ ଜଣେ ବାଇକ ଆରୋହି ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡୁଛି ।

ସୂଚନା ଯୋଗ୍ୟ ଯେ ଗୁରୁତର ଆଘାତ ହୋଇ ଥିବା ବ୍ୟକ୍ତି ଗନ୍ଦର୍ବ ନାଗଙ୍କୁ ଆମ୍ବୁଲାନ୍ସ ଯୋଗେ ମ ରାମପୁର ଡାକ୍ତରଖାନାକୁ ନିଆଯାଇଛି । ସ୍ଥାନୀୟ ଲୋକେ କର୍ଲାମୁଣ୍ଡା ପୋଳିସକୁ ଫୋନ କରିବା ଫଳରେ ଘଟଣା ସ୍ଥଳରେ ପହଞ୍ଚି ଘଟାଇଥିବା ଦୁଇ ଗାଡିକୁ ଜବତ କରି ପୋଳିସ ଫାଣ୍ଡିରେ ନେଇଥିବା ସ୍ଥାନୀୟ ଜନସାଧାରଣ କହିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ମୃତ ହିତାଧିକାରୀଙ୍କ ନାମରେ ରାସନ ସାମଗ୍ରୀ ହଡପ,ବିଜେପୁର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା୧୩ ୵୮): ବିଜେପୁର ବ୍ଲକରେ ମୃତ ହିତାଧିକାରୀ ନାମରେ ରାସନ ସାମଗ୍ରୀ ହଡ଼ପ ପରି ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ଦ୍ୱାରା...

ବହୁମୂଖୀ ପ୍ରତିଭା, ନିଷ୍ଠାପର ଆଇନଜୀବୀଙ୍କ ବିୟୋଗରେ ଶୋକ

ରିପୋର୍ଟ: ଜିଲ୍ଲାପ୍ରତିନିଧି ରବିଶଙ୍କର ମହାପାତ୍ର // କୋରାପୁଟ (୧୩/୦୮): କୋରାପୁଟ ଜିଲ୍ଲା କୋଟପାଡ଼ ନ୍ୟାୟାଳୟ ପରିସରରେ ଜୟପୁରର ବରିଷ୍ଠ ଆଇନଜୀବୀ,ନିଷ୍ଠାପର ସରକାରୀ ଓକିଲ (P. P),ରକ୍ତଗୋଲାପ ଚଳଚ୍ଚିତ୍ରର ଅଭିନେତା, ମଞ୍ଚ ଓ ଆକାଶବାଣୀ କଳାକାର,...

୫୧୧ କେଜି ଗଞ୍ଜେଇ ସହ ୨ଜଣ ଗିରଫ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରୀଗୁଡା (୧୩/୦୮): ବୈପାରୀଗୁଡା ପୋଲିସକୁ ଏକ ସଫଳତା ମିଳିଥିବା ଜଣାପଡିଛି l ବୈପାରୀଗୁଡା ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ (OD10E 2585 )ନମ୍ବର ଏକ ପିକଅପ ଭେନରେ ମହୁଲିପୁଟ ଠାରୁ...

ରାୟଗଡ ଜିଲ୍ଳାରେ ଆଂଟିଜେନ ଟେଷ୍ଠିଂ ଓ କୋଭିଡ ପରିଚାଳନାକୁ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ରିପୋର୍ଟ:ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡ (୧୨/୮/୨୦): ରାୟଗଡ ଜିଲ୍ଳାରେ ଦିନକୁ ଦିନ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । କୋଭିଡ-୧୯ ସରକାରୀ ଗାଇଡଲାଇନ ଅନୁଯାୟୀ ପ୍ରଶାସନ ତରଫର ଆକ୍ରାନ୍ତଙ୍କୁ ଚିହ୍ନଟ ଦିଗରେ...

Recent Comments

%d bloggers like this: