Related Contents

କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡାଙ୍କ ପ୍ରାର୍ଥୀପତ୍ର ଦାଖଲ

ରିପୋର୍ଟ- ଡିଲେଶ୍ୱର ବାଗ
ପଦ୍ମପୁର (୩୦/୦୯/୧୯): ସୋମବାର ଦିନ ୧୧ଟା ସମୟରେ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ଡା ଆଜି ତାଙ୍କ କର୍ମକର୍ତ୍ତାଙ୍କ ସହ ଆସି ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ତାଙ୍କ ସହ ପ୍ରଦୀପ ମାଝୀ, ପ୍ରଦୀପ ଦେବତା, ସତ୍ୟଭୂଷଣ ସାହୁ, ନିପନ ଦାସ ପ୍ରମୁଖ ସାମିଲ ଅଛନ୍ତି । ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ କଂଗ୍ରେସର ବରିଷ୍ଠ ନେତୃବୃନ୍ଦଙ୍କ ଅନୁପସ୍ଥିତି ଲୋକଙ୍କ ମନରେ ଚର୍ଚ୍ଚା ଜୋର ଧରିଛି |

Comments are closed.