Advertisements
Tuesday, June 2, 2020
Home Cultural & Festival ଅଞ୍ଚଳସ୍ତରୀୟ ୨୦ ଘର ଝାଡୁଆ ରଜକ(ଧୋବା) ସମାଜ ର ନୂଆଖାଇ ଭେଟଘାଟ

ଅଞ୍ଚଳସ୍ତରୀୟ ୨୦ ଘର ଝାଡୁଆ ରଜକ(ଧୋବା) ସମାଜ ର ନୂଆଖାଇ ଭେଟଘାଟ

ରିପୋର୍ଟ:- ଡିଲେଶ୍ୱର ବାଗ
ପଦ୍ମପୁର(୨୯/୦୯): ରବିବାର ସ୍ଥାନୀୟ ଲଷ୍ମୀକଲ୍ୟାଣ ମଣ୍ଡପ ପଦ୍ମପୁର ଠାରେ କୋଡିଏ ଘର ରଜକ (ଧୋବା) ସମାଜର ନୂଆଖାଇ ଭେଟଘାଟ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗୋପାଳ ସେଠଙ୍କ ସଭାପତିତ୍ୱରେ ମହା ସମାରୋହରେ ପାଳିତ ଯାଇଅଛି ।

ଏଥିରେ ଝାରସୁଗୁଡା, ବଲାଙ୍ଗୀର, ବରଗଡ ଜିଲ୍ଲା ସଭାପତି ମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଭିକାରୀ ଚରଣ ସେଠ (ଉପଖଣ୍ଡ ସଭାପତି)ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଶ୍ରୀ ଅଚ୍ୟୁତା ନନ୍ଦ ସେଠ (ସମ୍ପାଦକ ଉପଖଣ୍ଡ) ମଞ୍ଚ ପରିଚାଳନା କରିଥିଲେ । ଶ୍ରୀ ପାନା ସେଠ (ଉପଖଣ୍ଡ ଉପସଭାପତି) ଉପସ୍ଥିତ ଥିଲେ । ସମସ୍ତ ନେତୃ ବୃନ୍ଦ ରଜକ ସମାଜ କୁ ପ୍ରଗତି ଓ ଉନ୍ନତି ପଥରେ ଆଗେଇ ନେବା ପାଇଁ ଆଲୋକପାତ କରିଥିଲେ । ଏଥିରେ ସମସ୍ତ ମଣ୍ଡଳ ସଭାପତି ମଧ୍ୟ ଉପସ୍ଥିତ ଥିଲେ ।ପରିଶେଷରେ ଶ୍ରୀ ଶ୍ରବଣ ସେଠ ଧନ୍ୟବାଦ ଅର୍ପଣ କରିଥିଲେ । ସଭାର ସୁପରିଚାଳନା ପାଇଁ ଶ୍ରୀ ଗୋକୁଳ ସେଠ, ଶ୍ରୀ କୃଷ୍ଣ ସେଠ, କିଶୋର, ଶଙ୍କର, ଦେବରାଜ, ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।ଉକ୍ତ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ରଜକ(ଧୋବା) ସମାଜ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: