Advertisements
Monday, June 1, 2020
Home Cultural & Festival ଶାରଦୀୟା ନବରାତ୍ର ଦୂର୍ଗା ପୂଜା କଳସ ଶୋଭାଯାତ୍ରା

ଶାରଦୀୟା ନବରାତ୍ର ଦୂର୍ଗା ପୂଜା କଳସ ଶୋଭାଯାତ୍ରା

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୨୯/୦୯): ସାର୍ବଜନୀନ ଶାରଦୀୟା ନବରାତ୍ର ଦୂର୍ଗା ପୂଜା ପାଇଁ ସଜା ହୋଇଛି ବରଗଡ ଜିଲ୍ଲା ପାଇକମାଲ ଦୁର୍ଗା ମଣ୍ଡପ | ରବିବାର ଦିନ ପ୍ରାୟ ୧୦ ଘଣ୍ଟା ସମୟରେ ନବରାତ୍ର ଦୂର୍ଗା ପୂଜା କଳସ ଶୋଭାଯାତ୍ରା ଆରମ୍ଭ ହୋଇଥିଲା |

ଏଥିରେ ସହରର ବହୁତ ସଂଖ୍ୟାରେ ପୁରୁଷ, ମହିଳା ଓ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇ ସ୍ଥାନୀୟ ଶିବ ମନ୍ଦିର ପାଖ ଝରଣାରୁ ୧୦୮ଟି କଳସ ବୁଡ଼ାଇ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୂଜା ମଣ୍ଡପକୁ ପହଞ୍ଚି ଥିଲେ | ଶଙ୍ଖନାଦ, ବାଦ୍ୟ, ହୁଳହୁଳିରେ କମ୍ପପି ଉଠୁଥିଲା ସହର ଓ ପୂଜା ମଣ୍ଡପ, ପୂଜା ସ୍ଥାନରେ କଳସ ସ୍ଥାପନା,ପୂଜାବିଧି,ଆଦି କରିଥିଲେ ପଣ୍ଡିତ ଉମେଶ ଚନ୍ଦ୍ର ଦେବତା, ରାଧାଶ୍ୟାମ ଦେବତା, ଚଣ୍ଡିପାଠକ ଜାଗିକ ରଞ୍ଜନ ମିଶ୍ର, ପୂଜାବିଧି କରିଥିବା ବେଳେ କର୍ତ୍ତା ଭାବେ ଦୀନ ବଂଧୁ ଭୋଇ ଓ ସହଧର୍ମଣୀ କସ୍ତୁରୀ ଭୋଇ ପୂଜାରେ ବସିଥିଲେ | ପୂଜା କମିଟି ସଭାପତି ଧବଳେଶ୍ଵର ସାହୁ, ଉପ ସଭାପତି ନନ୍ଦ କିଶୋର ଶ୍ରୀବାସ୍ତବ, ସଂପାଦକ ଇନ୍ଦ୍ରଜତି ଭୋଇ, କୋଷାଧ୍ୟକ୍ଷ ପ୍ରମୋଦ ସିଂ, ଉପଦେଷ୍ଟା କମିଟିର ଇଶ୍ବର ବାରିକ, କୁନୁ ମିଶ୍ର, ଯୋଗେନ୍ଦ୍ର ଭୋଇ, ସୁଶାନ୍ତ ନାଗ ଆଦି ଏହି ଯାତ୍ରାରେ ସାମିଲ ହୋଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: