ବିଜେପୁର ପାଇଁ ବିଜେପିରୁ ପ୍ରାର୍ଥୀ ହେଲେ ସନତ ଗଡ଼ତିଆ

ରିପୋର୍ଟ- ଡିଲେଶ୍ୱର ବାଗ
ବିଜେପୁର(୨୯/୦୯): ବିଜେପୁର ଉପ ନିର୍ବାଚନ ପାଇଁ ବିଜେପିରୁ ଲଢ଼ିବେ ସନତ ଗଡତିଆ । କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ନାମ ଘୋଷଣା କରିଛି ବିଜେପି ।

ପୂର୍ବରୁ କଂଗ୍ରେସ ଓ ବିଜେଡି ନିଜ ନିଜ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ଆସନ୍ତାକାଲି ହେଉଛି ନାମାଙ୍କନର ଶେଷଦିନ । ତେଣୁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି । ଏଥର ଉପ ନିର୍ବାଚନରେ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ରୀତା ସାହୁଙ୍କୁ ପୁଣି ଥରେ ଭରସା କରିଛି ।

Comments are closed.