Advertisements
Tuesday, June 2, 2020
Home District News ଟ୍ରାକ୍ଟର ଗାଡି ସହ ୪ଟି କାଠ ଗଣ୍ଡି ଜବତ

ଟ୍ରାକ୍ଟର ଗାଡି ସହ ୪ଟି କାଠ ଗଣ୍ଡି ଜବତ

ରିପୋର୍ଟ: ଏନ.ସନ୍ତୋଷ କୁମାର
ବୈପାରୀଗୁଡା(୨୮/୦୯): ବୈପାରୀଗୁଡା ବନଖଣ୍ଡକୁ ଏକ ସଫଳତା ମିଳିଛି | ବୈପାରୀଗୁଡା ଥାନା ଅନ୍ତର୍ଗତ ଟାପାଯୋଡି ଜଙ୍ଗଲରୁ କାଠ ଚୋରି ଚାଲାଣ ଯୋଜନାକୁ ପଣ୍ଡ କଲା ବୈପାରୀଗୁଡା ବନବିଭାଗ |

ବନାଞ୍ଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତଙ୍କ କହିବା ଅନୁଯାୟୀ ତାଙ୍କ ନିର୍ଦେଶ କ୍ରମେ ଗତ କାଲି ସନ୍ଧ୍ୟା ୭ଟା ବେଳେ ବନବିଭାଗ ପକ୍ଷରୁ ଟାପାଯୋଡ଼ି ଜଙ୍ଗଲ ଅଭିମୁଖେ ଏକ ଟିମ ପେଟ୍ରଲିଙ୍ଗ ବାହାରିଥିଲେ | କାଠ ମାଫିଆ ମାନେ ବନବିଭାଗ ଟିମକୁ ଦେଖି ଖସିବାରେ ସଫଳ ହୋଇଥିଲେ ମଧ୍ୟ OD10H 7396 ନମ୍ବର ଟ୍ରାକ୍ଟରେ ୪ଟି ବିଜା କାଠ ଗଣ୍ଡି ଜବତ କରିଛି ବନବିଭାଗ | ଏହି ଜବତ କାଠ ଗଣ୍ଡିର ଦାମ ଆନୁମାନିକ ପଚାଶ ହଜାର ଟଙ୍କା ହେବ ବୋଲି ଜଣାପଡିଛି | କାଠ ଜବତ ବେଳେ ବନପାଳ ସଚିତ ନନ୍ଦ ପରିଡା, ମୋନଜ ମହାପାତ୍ର, ବିକାଶ ପାତ୍ର, ଶ୍ରୀନିବାସ ରାଓ, ପାରା ଷ୍ଟାଫ ଓ ଏଫୟୁ ସ୍କ୍ୱାର୍ଡ ଉପସ୍ଥିତ ଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: