Advertisements
Monday, June 1, 2020
Home District News କର୍ଲାମୁଣ୍ଡା ନୋଡାଲ ସ୍କୁଲ ରେ ୪୨୦ ଭିଜିଲାନ୍ସ ଅଧିକାରୀ

କର୍ଲାମୁଣ୍ଡା ନୋଡାଲ ସ୍କୁଲ ରେ ୪୨୦ ଭିଜିଲାନ୍ସ ଅଧିକାରୀ

ରିପୋର୍ଟ: ହିରୋଜ କୁମାର ସାହୁ
କର୍ଲାମୁଣ୍ଡା(୨୭/୦୯): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ସଦର ସ୍ଥିତ ନୋଡାଲ ପ୍ରାଥମିକ ବିଦ୍ୟାଳୟରେ ଅପରାହ୍ନରେ ଭିଜିଲାନ୍ସ ଅଧିକାରୀର ପରୀଚୟ ଦେଇ ତୁମୂଳ କାଣ୍ଡ ରଚିଥିଲେ ଦୁଇ ଦୃବୁତ୍ତ | ସୂଚନାମତେ ସତିଶ ଚନ୍ଦ୍ର ଜାଲ ଓ ସୁଧାକର ତ୍ରିପାଠି ଓରଫ ତିବାରୀଙ୍କୁ ମ.ରାମପୁର ଥାନାରେ ଅଟକ ରଖି ତଦନ୍ତ ଚାଳିଛି ।

ବିଶ୍ବସ୍ତ ସୁତ୍ରରୁ ପ୍ରକାଶ ଯେ ନର୍ଲା ବ୍ଲକ ସେରଗଡ ଗ୍ରାମର ସୁଧାକର ତିବାରୀ (୪୫) ଓ ସତିଶ ଚନ୍ଦ୍ର ଜାଲ (୪୩) ଘର ବଳାଙ୍ଗିର ଜିଲ୍ଲା ସଇନ୍ତଲା ଅଞ୍ଚଳର ବୋଲି ଜଣା ପଡୁଛି । ଆଜି ପ୍ରାୟ ଅପରାହ୍ନ ୨ଟା ସମୟରେ ସଂପୃକ୍ତ ବ୍ୟକ୍ତି ଦ୍ବୟ ସିଧାସଳଖ ଅର୍ତକିର୍ତ ଭାବରେ ସ୍କୁଲ ଶିକ୍ଷକ ରିଟର୍ଣ ନାଗକୁ ଖୋଜି ସ୍କୁଲ ଭିତରକୁ ପ୍ରବେଶ କରି ତାଙ୍କୁ ତଣ୍ଟି ଚିପୁଥିବା ସମୟରେ ସ୍କୁଲର ଛାତ୍ରଛାତ୍ରୀ ଦେଖି ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ | ସ୍ଥାନୀୟ ଗ୍ରାମବାସୀ ଦୁର୍ବୁତ୍ତଙ୍କୁ କାବୁ କରି ପୋଲିସରେ ଜିମା ଦେଇଥିଲେ । ଘଟଣା ସ୍ଥଳରେ ମ. ରାମପୁର ପୋଲିସ ପହଞ୍ଚି ଦୁର୍ବୁତ୍ତଙ୍କୁ ଅଟକ ରଖି ତଦନ୍ତ ଚାଲୁଛି । ଏହାର ତଦନ୍ତ ଭାର କେସିଙ୍ଗା ଏସଡିପିଓ ଗୁପ୍ତେଶ୍ବର ଭୋଇ ନେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: