Related Contents

ଲଘୁଚାପ ଜନିତ ଲଘାଣ ବର୍ଷାରେ ଫସଲ କ୍ଷତିର ସମ୍ଭାବନା

ରିପୋର୍ଟ: ଜଗଦୀଶ ଦାସ
କନ୍ଧମାଳ (୨୬/୦୯): ଗତ ଲଘୁଚାପ ଜନିତ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଳକରେ ବର୍ଷାର ପ୍ରଭାବ ଫସଲ ଉପରେ ପଡିବା ସମ୍ଭାବନା ବୋଲି ଜି.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀ ଡ.ଦେବାଶିଷ ମିଶ୍ର କହିଛନ୍ତି ।

ଶ୍ରୀ ମିଶ୍ରଙ୍କ କହିବା ଅନୁଯାୟୀ ଗତ ତା୨୩ ଓ୨୪ ରିଖରେ ଯଥାକ୍ରମେ ୨୪ମି.ମି, ୯୪ମି.ମି ହୋଇଥିବା ବେଳେ ତା ୨୫ ରିଖରେ ପ୍ରୟ ୧୦ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହାରି ଫଳରେ ପାଗ କୋହଲା ରହିବ । ଏଣୁ ଫସଲରେ କବକ ଜନିତ ରୋଗ ହେବା ଆଶଙ୍କା ରହିଛି । ଯେମିତି ଧାନ ଫସଲରେ ମହିଷା ରୋଗ ସହ ଅନ୍ୟାନ୍ୟ ଫସଲରେ ପତ୍ର ପୋଡା ବା ପତ୍ର ଦାଗ ରୋଗ ହେବାର ଯଥେଷ୍ଠ ସମ୍ଭାବନା ରହିଛି।

Comments are closed.