Advertisements
Tuesday, June 2, 2020
Home headline ବାଲି ଓ ପଥର ବୋଝେଇ ୪ଟ୍ରାକ୍ଟର ଜବତ, ୪୮ହଜାର ଜରିମାନା ଆଦାୟ

ବାଲି ଓ ପଥର ବୋଝେଇ ୪ଟ୍ରାକ୍ଟର ଜବତ, ୪୮ହଜାର ଜରିମାନା ଆଦାୟ

ରିପୋର୍ଟ: ଧ୍ରୁବରାଜ ମିଶ୍ର
ବିନିକା(୨୬/୦୯): ବିନିକା ତହସିଲ ସିଂହିଯୁବା ରାଜସ୍ବ ସର୍କଲ ଅନ୍ତର୍ଗତ ଆକାଂକ୍ଷା ସଂରକ୍ଷିତ ଜଙ୍ଗଲ ଇଲାକାରେ ଆଜି ରାଜସ୍ବ ବିଭାଗର ଚଢ଼ାଉ କରି ୨ଟି ବାଲି ବୋଝେଇ ଟ୍ରାକ୍ଟର ଓ ଅନ୍ୟ ୨ଟି ପଥର ବୋଝେଇ ଟ୍ରାକ୍ଟର କୁ ଜବତ କରିଛି |

ପୂର୍ବାହ୍ନ ରେ ବିନିକା ତହସିଲଦାର ଅଲେଖ ଘୁଟା ବାଲି ଓ ପଥର ଚାଲାଣ ହେଉଥିବା ଅଭିଯୋଗ ପାଇଁ ଘଟଣା ସ୍ଥଳରେ ପହଂଚି ଥିଲେ | ସେଠାରେ ଉକ୍ତ ୪ଟି ଟ୍ରାକ୍ଟରକୁ ଜବତ କରି ସମୁଦାୟ ୪୮ହଜାର ତାଙ୍କ ଜରିମାନା ଆଦାୟ କରିଛନ୍ତି | ସିଂହିଯୁବ ସର୍କଲ ନିରୀକ୍ଷକ ସରୋଜ ବାଗ ଓ କର୍ମଚାରୀଙ୍କ ସମେତ ବିନିକା ପୁଲିସ କର୍ମଚାରୀ ଏହି ଚଢ଼ାଉରେ ସାମିଲ ଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: