Related Contents

ଆମ୍ବୁଲାନ୍ସ ସହ ପିକ ଅପ ଭ୍ୟାନ୍ରୁ ଧକ୍କା, ସୋହେଲା

ରିପୋର୍ଟ: ନିରୋଜ ପାଣି
ପଦ୍ମପୁର(୨୬/୦୯): ଆଜି ସୋହେଲା ବ୍ଲକରେ ଏକ ଆମ୍ବୁଲାନ୍ସ ସହ ଏକ ପିକଅପ ଭ୍ୟାନ୍ରୁ ଧକା ହୋଇଥିବା ଜଣାପଡିଛି |

ସୂଚନା ଅନୁସାରେ ଏକ ୧୦୨ ଏମ୍ବୁଲେନସ୍ ଟୁଙ୍ଗିବନ୍ଧଲି ଗ୍ରାମରୁ ରୋଗୀ ସୋହେଲା ଡାକ୍ତରଖାନାକୁ ଆସିବା ବାଟରେ ଇଛ୍ଛାପାଲି ଠାରେ ସାମନା ପଟରୁ ଆସୁଥିବା ଏକ ପିକ୍ ଅଫ ଭେନ ସହ ଧକ୍କା ହୋଇଥିଲା । ଆହତ ମାନଙ୍କୁ ସୋହେଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି |

Comments are closed.