Advertisements
Tuesday, June 2, 2020
Home headline ବିଜୁ ଯୁବ ବାହିନୀ ତରଫରୁ ବୃକ୍ଷ ରୋପଣ

ବିଜୁ ଯୁବ ବାହିନୀ ତରଫରୁ ବୃକ୍ଷ ରୋପଣ

ରିପୋର୍ଟ-ଡିଲେଶ୍ୱର ବାଗ
ପାଇକମାଲ(୨୫/୦୯): ଆଜି ବରଗଡ ଜିଲ୍ଲା ପାଇକମାଲ ଅନ୍ତର୍ଗତ ବର୍ତୁଣ୍ଡା ଗ୍ରାମପଞ୍ଚାୟତ ଠାରେ ବିଜୁ ଯୁବ ବାହିନୀର ସଭାପତି ଜୁନେଦ ଖାଁନ ତରଫରୁ ସବୁଜ ବନାନୀ ସାମାଜିକ କାର୍ଯ୍ୟକ୍ରମ ହୋଇଯାଇଛି ।

ବରତୁଣ୍ଡା ରୁ ବ୍ରାମନ୍ତଲ ରାସ୍ତା ପର୍ଯ୍ୟନ୍ତ ଆଜି ଗଛ ଲଗା ଯାଇଥିଲା । ମୋଟ ୪୫୦ଖଣ୍ଡ ଗଛ ଲଗାଯାଇଥିଲା । ଏଥିରେ ଜିଲ୍ଲା ପରିଷଦ ବିଶ୍ୱନାଥ ବାଗ ଓ ବିଜୁ ଯୁବ ବାହିନୀର ବହୁତ ଗୁଡିଏ ସଦସ୍ୟ ମାନେ ସାମିଲ ହୋଇଥିଲେ | ଶେଷରେ ସଂପାଦକ ପ୍ରମୋଦ ବରିହା ଧନ୍ୟବାଦ ଅର୍ପଣ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: