ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ରିପୋର୍ଟ: କୈଳାସ ମାଳବିଶୋୟୀ
ଚନ୍ଦ୍ରପୁର(୨୫/୦୯): ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ କିରାମାଗ୍ରାମଠାରେ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି |

ଏଥିରେ ମୂଖ୍ୟ ଅତିଥିଭାବେ ଚନ୍ଦ୍ରପୁର ବ୍ଲକ ଅଧ୍ୟକ୍ଷା ସଂଜିତା ପ୍ରଟିଗାଂ ତହସିଲଦାର ମାନସ କୁମାର ଘରେଇ ଯୋଗଦେଇ ଛୋଟାରିଗାଁ ମୌଜାର ୨୦ଜଣ ମହିଳା ଓ ପୁରୁଷଙ୍କୁ ପଟ୍ଟା ବାଣ୍ଟିଥିଲେ | ଅମିନ ଲଖ୍ମିକାନ୍ତ ନାୟକ, ଏଆରଆଇ ଅଭି ବ୍ରେକବେଡାଙ୍କ ସହଯୋଗରେ ଚନ୍ଦ୍ରପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟ ପଟ୍ଟା ପାଇଥିବାରୁ ଗ୍ରାମବାସିଙ୍କ ମନରେ ହସଫୁଟିଥିବା କହିଛନ୍ତି | ଅନ୍ୟ ଲୋକମାନଙ୍କୁ ଦ୍ଵିତୀୟ ପର୍ଯ୍ୟାୟ ପଟ୍ଟା ଦିଆଯିବ ବୋଲି ତହସିଲଦାର କହିଛନ୍ତି |

Comments are closed.