ଭାରତୀୟ ଜନତା ପାର୍ଟିର ନୂଆଖାଇ ଭେଟଘାଟ

ରିପୋର୍ଟ- ଡିଲେଶ୍ୱର ବାଗ
ପାଇକମାଲ(୨୪/୦୯): ପଦମପୁର ନିର୍ବାଚନ ମଣ୍ଡଳୀର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ପାଇକମାଳ ସ୍ଥିତ ଧର୍ମଶାଳା ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏହି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ, ବରଗଡ ସାଂସଦ ଶ୍ରୀଯୁକ୍ତ ସୁରେଶ ପୂଜାରୀ ଓ ଅଶ୍ୱିନୀ ଷଡ଼ଙ୍ଗୀ ଓ ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ, ପଦ୍ମପୁର ବ୍ଲକ ଚେୟାରମେନ କୁମରମଣି ନାୟକ ଓ ବରିଷ୍ଠ ପଦାଧିକାରୀ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି ଅବସରେ କୁନି ପିଲାଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହେଇଥିଲା ।

Comments are closed.