Advertisements
Tuesday, June 2, 2020
Home Development ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ

ରେଳ ବିଭାଗ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୨୪/୦୯): ରାୟଗଡାରେ ଆରମ୍ଭ ହୋଇଛି ବସ୍ତି ଉଛେଦ ଅଭିଯାନ । ରାୟଗଡାକୁ ରେଳ ଡିଭିଜନ ଘୋଷଣା କରାଗଲା ପରେ ରେଳବାଇ ପକ୍ଷରୁ ଆଜି ଉଛେଦ ଆରମ୍ଭ ହୋଇଛି । ଗୁଡ୍ସ କଲୋନୀ ପରିସରରେ ଦୀର୍ଘ ୫୦ ବର୍ଷ ଧରି ରହୁଥିବା ବସ୍ତି ବାସିନ୍ଦାକୁ ଗତ ଦୁଇଦିନ ତଳେ ରେଳବାଇ ପକ୍ଷରୁ ନୋଟିସ ଜାରି କରାଯାଇଥିଲା ।

ଆଜି ସକାଳୁ ସକାଳୁ ରେଳବାଇ ଫୋର୍ସ ଓ ସ୍ଥାନୀୟ ଫୋର୍ସ ସହାୟତାରେ ବସ୍ତି ବାସିନ୍ଦାଙ୍କୁ ଖାଲି କରାଯାଉଛି । ଦୀର୍ଘଦିନ ଧରି ଏଠାରେ ରହିଆସୁୁଥିବା ଲୋକଙ୍କୁ କୌଣସି ଥଇଥାନ କରାନଯାଇ ଉଛେଦ କରାଯାଉଥିବା ଯୋଙ୍ଗୁ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବାରମ୍ବାର ସେମାନଙ୍କର ଥଇଥାନକୁ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ ମଧ୍ୟ କେହି ନଶୁଣିବା ଯୋଙ୍ଗୁ ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନେଇ ବସ୍ତି ବାସିନ୍ଦାଙ୍କ ମଧ୍ୟରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏହି ଉଛେଦରେ ୧୦୩ଟି ଘର ଭଙ୍ଗାଯିବାକୁ ଥିବା ବେଳେ ଏହି ଉଛେଦ କାର୍ଯ୍ୟରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଉମାକାନ୍ତ ବେହେରାଙ୍କ ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ବଦାନ୍ୟତା, ଦାଦନ ବଜାରରୁ ଉଦ୍ଧାର ହେଲେ ବନ୍ଧକ ନାବାଳିକା

ରିପୋର୍ଟ: ଜିଲ୍ଲାପ୍ରତିନିଧି ଏ.ସତୀଶ //ନବରଙ୍ଗପୁର (୦୧/୦୬): ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ନବରଙ୍ଗପୁର ନାବାଳିକା । ନାବାଳିକା ଝିଅର ମା ନିଜ ଶରୀରର ଚିକିତ୍ସା କରାଇବା ପାଇଁ...

ବଡ ଖବର: ବଲାଙ୍ଗୀର ଜିଲ୍ଲା ପ୍ରତ୍ୟେକ ଶନିବାର ଓ ରବିବାର ସଟ୍ ଡାଉନ, ଜୁନ ୩୦ ଯାଏଁ କଟକଣା ଅବ୍ୟାହତ

ରିପୋର୍ଟ: ଓଡିଶା ନ୍ୟୁଜ୨୪ ବ୍ୟୁରୋବଲାଙ୍ଗୀର (୦୧/୦୬): ଆଜିଠୁ ଦେଶରେ ଆରମ୍ଭ ହୋଇଛି ଅନଲକ-୧। ହେଲେ ନିଜ ନିଜ ରାଜ୍ୟର ପରିସ୍ଥିତି ଦେଖି ସରକାର ଯେ କୌଣସି ପଦକ୍ଷେପ ନେଇପାରିବେ...

ଗୁଡାରି ପୋଲିସ ର ବଡ ସଫଳତା, ୧୧୭୦ କେଜି ଗଂଜେଇ ସହ ୯ ବାଇକ ଜବତ

ରିପୋର୍ଟ: ପ୍ରଦୀପ ପାତ୍ର //ଗୁଣୁପୁର(୩୧/୦୬): ରାୟଗଡା ଜିଲ୍ଲା ଗୁଡାରି ପୋଲିସର ବଡ଼ ସଫଳତା,୧୧୭୦ କେଜି ଆନୁମାନିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜାଇ ଜବତ ସହ ୭ ATM...

ପଦ୍ମପୁର ରେ ମୋଦି ଅନ୍ନର ଅନ୍ତିମ ଦିବସ ଉଦଯାପିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (ତା ୧/୦୬): ବର୍ତ୍ତମାନ ସାରା ଭାରତରେ କରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଦେଶବାସୀ...

Recent Comments

%d bloggers like this: