Friday, March 29, 2024

Top 5 This Week

Related Posts

ନିଖୋଜ ବ୍ୟକ୍ତି ଙ୍କ ଶବ ଉଦ୍ଧାର

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୪/୧୦) : ଗତ ୪ ତାରିଖରୁ ନିକଟରେ ଥିବା ଗୁଣୁପୁର ଅଞ୍ଚଳ ରୁ ଜଣେ ଯୁବକ ବଂଶଧାରା ନଦୀରେ ଗୁଣୁପୁର ଢ଼େପ ଅଞ୍ଚଳ ର ବି. ଗୋପୀ ନାମକ ବ୍ୟକ୍ତି ଭାସି ଯାଇଥିଲେ ।

ଗତ ୧୩ ତାରିଖରେ କାଶୀନଗର ଥାନା ଅନ୍ତର୍ଗତ କୀଡୀଗାଁ ଗ୍ରାମ ର କିଛି ବ୍ୟକ୍ତି ଦେଖି କାଶୀନଗର ଥାନାକୁ ଓ ଅଗ୍ନିଶମ ବିଭାଗ ସାଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । କାଶୀନଗର ଥାନା ଅଧିକାରୀ ଏକ ଅପମୃତ୍ୟୁ ମାମଲା କରି ତାଙ୍କ ପରିବାର କୁ ଶବ ହସ୍ତାନ୍ତର କରିଥିବା ଶ୍ରୀ ସୁଶାନ୍ତ କୁମାର ସାହୁ କହିଛନ୍ତି ।

Popular Articles