Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣ ଜୟନ୍ତୀ ପାଇଁ ଲୋଗୋ ଉନ୍ମୋଚନ କଲେ ମନ୍ତ୍ରୀ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧୦) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ରାଜେନ୍ଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ ର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଗତକାଲି ପଞ୍ଚାୟତରାଜ, ଜଙ୍ଗଲ ପରିବେଶ ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ମାନ୍ୟବର ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଙ୍କ କରକମଳରେ ଉନ୍ମୋଚନ ହେଲା ଲୋଗୋ ।

ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷାl ପ୍ରଭାସିନୀ ଦାସ, ସ୍ୱର୍ଣ୍ଣ ଜୟନ୍ତୀ ର ସଭାପତି ସୂର୍ଯ୍ୟ ନାରାୟଣ ମହାକୁଡ଼, ସମ୍ପାଦକ ଗଣେଶ୍ୱର ଥାଟି, ଆବାହକ ଶ୍ରୀକାନ୍ତ ନାୟକ, ପୁରାତନ ଛାତ୍ର ଛାତ୍ରୀ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।

Popular Articles