Friday, March 29, 2024

Top 5 This Week

Related Posts

ଦୁର୍ଗାପୂଜା ର ଶେଷ ରଜନୀ ରେ ହ୍ୟୁମେନ ସାଗର ଙ୍କ ମେଲୋଡ଼ି ରେ ହଜାର ହଜାର ଲୋକ

ରିପୋର୍ଟ : ଲୋକନାଥ ସାହୁ
ଗୁଡ଼ାରି, (୭ /୧୦) : ରାୟଗଡ଼ା ଜିଲ୍ଲା ଗୁଡ଼ାରି ଟାଉନ ଦୁର୍ଗାପୂଜା ଶେଷ ରଜନୀ ରେ ଲୋକଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ ହ୍ୟୁମେନ ସାଗର ଙ୍କ ମେଲୋଡି କାର୍ଯ୍ୟକ୍ରମ ଦେଖିବାକୁ ନୂଆଁ ବସ ଷ୍ଟାଣ୍ଡ ରେ ସୋରିଷ ବୁଣିଲା ଭଳି ଲୋକଙ୍କ ଭିଡ ହେଇଥିଲା lWhatsApp Image 2022 10 07 at 6.36.06 PM ଦୁର୍ଗାପୂଜା ର ଶେଷ ରଜନୀ ରେ ହ୍ୟୁମେନ ସାଗର ଙ୍କ ମେଲୋଡ଼ି ରେ ହଜାର ହଜାର ଲୋକ

ସହର କୁ ସଂଯୋଗ କରୁଥିବା ରାସ୍ତା ର ଏକ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଥିଲା । ଗୁଡ଼ାରି ସହରରେ ମଧ୍ୟ ଲୋକ ଙ୍କ ନାହିଁ ନଥିବା ଭିଡ଼ ଲାଗି ରହିଥିଲା । ଗୁଡ଼ାରୀ ପୋଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଥିଲା । ଗୁଡ଼ାରି ଦୁର୍ଗାପୂଜା ଇତିହାସ ରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏଭଳି ଦର୍ଶକ ଙ୍କ ଭିଡ଼ କେବେ ହୋଇ ନଥିଲା । ଆଜି ମାଁ ଙ୍କ ଭଷାଣି ଉତ୍ସବ ଅପରାହ୍ନ ରେ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ସଭାପତି ସନ୍ତୋଷ ମହାନ୍ତି କହିଛନ୍ତି ।

Popular Articles