ବିଧାୟକଙ୍କ ଦ୍ୱାରା ବିଜେଡିର କାର୍ଯ୍ୟକାରିଣୀ ବୈଠକ

ରିପୋର୍ଟ: ଲୋକନାଥ ସାହୁ
ଗୁଡାରି(୧୯/୦୯): ଗୁଡାରି ଆର.ଏମ.ସି ଗୃହରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗଙ୍କ ଉପସ୍ଥିତିରେ ବିଜୁ ଜନତା ଦଳର କର୍ମିମାନଙ୍କ ଉପସ୍ଥିତିରେ କାର୍ଯ୍ୟକାରିଣୀ ବୈଠକ ଶାନ୍ତି ପୂର୍ଣ୍ଣ ଭାବେ ହୋଇଅଛି ।

ଏହି ବୈଠକରେ ନୂତନ ଭାବେ କିଛି ସଭ୍ୟ ଯୋଗଦେଇଥିଲେ । ଏହାପରେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତିର ବୈଠକ ହୋଇଥିଲା । ଏହି ବୈଠକର ଉଦ୍ଦେଶ୍ୟ ସରକାରଙ୍କର ଅନୁଦାନ ରୋଗୀମାନଙ୍କ ପାଇଁ ଭଲ ଭାବରେ କିପରି ଖର୍ଚ୍ଚହେବ ।

Comments are closed.