ଜେକେ ର ସିଲେଇ ତାଲିମ ଶିବିର ଆୟୋଜନ

0
141
ଜେକେ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୩/୧୦) : ରାୟଗଡ଼ା ଜିଲ୍ଲା ର ଜେ.କେ. କାଗଜକଳ ର ସ୍ପର୍ଶ ସାମାଜିକ ଦାୟିତ୍ୱବୋଧ ବିଭାଗ ତରଫରୁ ଗତ ତା ୨୯/୦୯/୨୨ ରିଖ ଜେକେପୁର ଠାରେ ଏକ ସିଲେଇ ତାଲିମ ଶିବିର ର ଆୟୋଜନ କରାଯାଇଥିଲା ।WhatsApp Image 2022 10 02 at 8.31.02 PM ଜେକେ ର ସିଲେଇ ତାଲିମ ଶିବିର ଆୟୋଜନ

ଏଥିରେ ଆଖପାଖ ଅଞ୍ଚଳରୁ ପ୍ରାୟ ୪୦ ଜଣ ଯୁବତୀ ଯୋଗଦେଇଥିଲେ । ସ୍ପର୍ଶ ସାମାଜିକ ଦାୟିତ୍ୱବୋଧ ବିଭାଗ ର ମୁଖ୍ୟ ଅଧିକାରୀ ଶ୍ରୀଯୁକ୍ତ କପିଲ କୌର, ମହାପ୍ରବନ୍ଧକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଧଳ, ଉପ ମହାପ୍ରବନ୍ଧକ ଶ୍ରୀଯୁକ୍ତ ଡ. ସୌମ୍ୟ ସିଂ, ସହାୟକ ପ୍ରବନ୍ଧକ ଶ୍ରୀଯୁକ୍ତ ସଞ୍ଜୀବ କୁମାର ନାୟକ ତଥା ସ୍ଥାନୀୟ ରାୟଗଡ଼ା ଜିଲ୍ଲା ର ଜନପରିଷଦ ସନ୍ଧ୍ୟା ପୁଲାକା ଏବଂ ରଞ୍ଜିତ ବେହୁରିଆ ସହିତ ସ୍ପର୍ଶ ସାମାଜିକ ସଂସ୍ଥା ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି ।