ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ବିଜେପି ତରଫରୁ ଡାକ୍ତରଖାନାରେ ଫଳ ବଣ୍ଟନ

ରିପୋର୍ଟ: ନିରୋଜ ପାଣି
ପାଇକମାଲ(୧୭/୦୯): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଂକ ଜନ୍ମ ଦିନକୁ ପଦ୍ମପୁର ଭାରତୀୟ ଜନତା ପାର୍ଟି ଧୁମଧାମରେ ପାଳନ କରିଛି ।

ନଗର ସଭାପତି ସୁନୀଳ ଅଗ୍ରଓ୍ବାଲ ଓ ପ୍ରିତେଶ ବହିଦାରଂକ ନେତୃତ୍ବରେ କାର୍ଯ୍ୟକର୍ତ୍ତାମାନେ ଉପଖଣ୍ଡ ଡାକ୍ତରଖାନା ଯାଇ ରୋଗୀମାନଂକୁ ଫଳ ବଣ୍ଟନ କରିଥିଲେ । ରୋଗୀମାନେ ଫଳ ପାଇବାପରେ ମୋଦିଜୀଂକ ଜନ୍ମ ଦିବସ ବିଷୟରେ ଜାଣିପାରିଥିଲେ । ମୋଦିଂକୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ ।

ଦୈନନ୍ଦିନ ଖବର ସହିତ ଅପଡେଟ ରହିବା ପାଇଁ ଫେସବୁକରେ ଓଡିଶା ନ୍ୟୁଜ୨୪ପେଜକୁ ଲାଇକ କରନ୍ତୁ

Comments are closed.