Related Contents

ବିଜେପି ମହିଳା ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ

ରିପୋର୍ଟ: ଜଗଦୀଶ ଦାସ
ରାଇକିଆ(୧୭/୦୯): କନ୍ଧମାଳ ଜିଲ୍ଲା ରାଇକିଆ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତି ଅର୍ଚନା ପ୍ରଧାନଂକ ଦ୍ୱାରା ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ପାଳନ କରାଯାଇଥିଲା |

ଏହି ଜନ୍ମ ଦିବସ ପାଳନ ଅବସରରେ ରାଇକିଆ ମେଡିକାଲ ଓ ଏସଟି କ୍ୟାଥେରୀନ ମେଡିକାଲରେ ଫଳ ବଣ୍ଟନ କରିଥିଲେ | କାର୍ଯ୍ୟକ୍ରମରେ ବିଜେପି କର୍ମୀ ଘନଶ୍ୟାମ ପ୍ରଧାନ, ଦୂତିକୃଷ୍ଣ ପାତ୍ର, ସୁକେଶ୍ୱର ଦିଗଲ, ହରେକୃଷ୍ଣ ପ୍ରଧାନ, ଲିଜା ପ୍ରଧାନ, ସୁଲତାନ ପ୍ରଧାନ, ପୂଯଲତ ପ୍ରଧାନ, ସବିତା ପ୍ରଧାନ, ଅମ୍ବିକା ପ୍ରଧାନ, ଗୀତିକା ପ୍ରଧାନ, ସସ୍ମିତା ପ୍ରଧାନ ସହ ଅନେକ ମହିଳା କର୍ମୀ ଯୋଗଦେଇଥିଲେ |

Comments are closed.