Related Contents

ଖପ୍ରାଖୋଳ ମାଟିଆଭଟା ଠାରେ ଗୋଷ୍ଠୀ କୃଷି ଯନ୍ତ୍ରପାତି ଭଡ଼ାକେନ୍ଦ୍ର ଉଦଘାଟିତ

ରିପୋର୍ଟ-ଭୋଜରାଜ ବରିହା
ଖପ୍ରାଖୋଳ(୧୭/୦୯): ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଳ ବ୍ଲକ ମାଟିଆଭଟା ଠାରେ ଓଡ଼ିଶା ମିଲେଟ ମିଶନ ସହାୟତାରେ ଆତ୍ମା ବଲାଙ୍ଗୀର YCDA ଅନୁଷ୍ଠାନ ସହଭାଗିତାରେ ଯନ୍ତ୍ରପାତି ଭଡ଼ାକେନ୍ଦ୍ର ଉଦଘାଟିତ ହୋଇଯାଇଛି |

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା କୃଷି ଉପନିର୍ଦେଶକ ତଥା ପ୍ରକଳ୍ପ ନିର୍ଦେଶକ ଆତ୍ମା ଵଲାଙ୍ଗୀର ଶ୍ରୀଧର ଦାସ ଥିବାବେଳେ, ସ୍କିମ ଅଫିସର ସୁଧାକର ନନ୍ଦ, ସୁରେନ୍ଦ୍ର ନେଗି ଡ଼ି.ପି.ଡ଼ି, ବ୍ଳକ କୋଡ଼ିନେଟର ହେମବନ୍ତି ନନ୍ଦନ ବେହେରା, ଉମେଶ ଗୁପ୍ତା, ପଞ୍ଚାୟତ ସି.ଆର.ପି ସଦାନନ୍ଦ ବାଗ,ବାସନ୍ତୀ ମୁଣ୍ଡା, ଫକୀର ସାହୁ, ଟିକୁନୁ ବାଗ, ମହାଲକ୍ଷ୍ମୀ କୃଷକ କ୍ଲବ ସଭାପତି ସୁଦେଶନା ସଗଡ଼ିଆ, ସମ୍ବାଦକ ସୁରେଶ ବରିହା, ଏବଂ ମା ମାନୀକେଶ୍ୱରୀ ସ୍ବୟଂ ସହାୟିକା ଦଳର ସଭ୍ୟା ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଏହି କୃଷି ଯନ୍ତ୍ରପାତି ଭଡ଼ାକେନ୍ଦ୍ର ରେ ମାଣ୍ଡିଆ ଚାଷୀ ମାନଙ୍କୁ ବିଭିନ୍ନ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯିବ |

Comments are closed.